News

ଆଜି ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

modi

ଦେବେ ୩୩୪୦ କୋଟି ଟଙ୍କାର ପ୍ରକଳ୍ପର ଉପହାର

ଆଜି ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ୩୩୪୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ। ଆଉ ମଧ୍ୟ ରୁଦ୍ରପୁର ଏଫସିଆଇ ସମ୍ମୁଖସ୍ଥିତ ପଡ଼ିଆରେ କୋ-ଅପରେଟିଭ ବଭାଗର ଅନେକ ଗୁଡ଼ିଏ ପ୍ରକଳ୍ପକୁ ଶିଳାନ୍ୟାସ କରିବେ।

ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧନ କରିବେ ମୋଦୀ ପ୍ରଧାନମନ୍ତ୍ରୀ। ସୂଚନା ଅନୁସାରେ ଅପରାହ୍ନ ୨ଟା ୫୦ରେ ୩୧ତମ ବାହିନୀ ପିଏସି, ରୁଦ୍ରପୁର ନିର୍ମିତ ହେଲିପ୍ୟାଡରେ ପହଂଚିବେ । ମୋଦୀ ଅପରାହ୍ନ ୩ଟାରେ ସଭାକୁ ସମ୍ବୋଧିତ କରିବେ।

ଉଲ୍ଲେଖଯୋଗ୍ୟ,ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟା, ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓତ, କୋ-ଅପରେଟିଭ (ରାଷ୍ଟ୍ରମନ୍ତ୍ରୀ) ଡା ଧନ ସିଂହ ରାଓତ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିବେ।

ପଢନ୍ତୁ;  ଭୁବନେଶ୍ୱରରେ ପହଞ୍ଚିଲେ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍‌

Related posts

କେନ୍ଦ୍ର କ୍ୟାବିନେଟଙ୍କ ମଞ୍ଜୁରୀ : ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହେଲା ଟ୍ରିବ୍ୟୁନାଲ

ENO Beuro

ଟ୍ରମ୍ପ୍‌ଙ୍କ ଘୋଷଣା: ଇରାନ ସହ ଆଣବିକ ଚୁକ୍ତିରୁ ଓହରିଲା ଆମେରିକା

ENO Beuro

ଉତ୍ତରାଖଣ୍ଡ,ୟୁପିରେ ବିଷାକ୍ତ ମଦ ପିଇ ୩୮ ମୃତ

ENO Beuro

Leave a Comment