POLITICALS

ମିରଟରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମୋଦି

ଆଜିଠାରୁ ବିଜେପି  ଆରମ୍ଭ କରୁଛି ତାର ନିର୍ବାଚନୀ ପ୍ରଚାର । ୨୦୧୯ ଲୋକସଭା ଆସନ ପାଇଁ ହେବାକୁ ନିର୍ବାଚନର ସଫଳତା ଲାଗି ଲୋକଙ୍କଠାରୁ ଭୋଟର ଭିକ୍ଷା କରିବ ବିଜେପି। ତେବେ ନିର୍ବାଚନ ତାରିଖର ୧୮ ଦିନ ପରେ ଆରମ୍ଭ କରିଲା ବିଜେପି। ଏହି ଅବସରରେ ଆୟୋଜିତ ଏକ ରାଲିରେ  ଦଳୀୟ କର୍ମୀଙ୍କୁ ମୋଦି ଉଦବୋଧନ ଦେଇଛନ୍ତି। ନିର୍ବାଚନରେ ବିକାଶକୁ   ପ୍ରସଙ୍ଗ କରିଛନ୍ତି ମୋଦି । ଏଥର ନିର୍ବାଚନ ଚୌକିଦାର ବନାମ ବିଶ୍ୱାସଘାତକଙ୍କ  ମଧ୍ୟରେ ହେବ ବୋଲି ସେ ଆହ୍ୱାନ କରିଛନ୍ତି ।

ଏହି ଅବସରରେ ମୋଦି କହିଥିଲେ ଯେ, ୨୦୧୯ ନିର୍ବାଚନରେ ଲୋକେ କାହାକୁ ଭୋଟ ଦେବେ ତାହା ସେମାନେ ସ୍ଥିର କରିସାରିଛନ୍ତି । ୫ ବର୍ଷ ତଳେ ଯେତେବେଳେ ମୁଁ ଆପଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି ସେତେବେଳେ ଆପଣ ଭଲ ପାଇବାର ବର୍ଷା  କରିଦେଇଥିଲେ । ମୁଁ ପ୍ରତିଶ୍ରୁତି ଦେଇଥିଲି ସେହି ଭଲପାଇବାକୁ ସୁଧ ସହ ଫେରାଇବି । ମୁଁ ଯାହା ସବୁ କହିଛି ତାହା କରିଛି ।ଏଥର ମଧ୍ୟ ଲୋକଙ୍କ ଭଲପାଇବା ପାଇବି ବୋଲି କହିଛନ୍ତି ମୋଦି
ପଢନ୍ତୁ: କଂଗ୍ରେସ କ୍ଷମତାକୁ ଆସିଲେ ରାଜନ ହୋଇପାରନ୍ତି ଅର୍ଥମନ୍ତ୍ରୀ

Related posts

କେଉଁଠି ବାପା ତ କେଉଁଠି ପୁଅ ଆଗରେ

Ratnamani Moharana

ପାଟକୁରାରେ ପଡୁଛି ଭୋଟ୍

Ratnamani Moharana

୧୪୪ ଧାରା ସତ୍ତ୍ୱେ ସ୍ୱାଭାବିକ ଅଛି ଜମ୍ମୁ ଓ କଶ୍ମୀରର ସ୍ଥିତି

Ratnamani Moharana

Leave a Comment