News

୨୯ରେ ଜୟପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିଜେପି ଟାର୍ଗେଟରେ ଦକ୍ଷିଣ ଓଡିଶା ମିଶନ ୧୨୦ ପ୍ଲସ୍ ପୂରଣ ପାଇଁ ଆସନ୍ତା ୨୯ ତାରିଖରେ ଜୟପୁର ଗସ୍ତରେ ଆସୁଛନ୍ତି ନରେନ୍ଦ୍ର ମୋଦି। 

ଆଗକୁ ଆସୁଛି ନିର୍ବାଚନ। ସବୁ ଦଳ ଏବେ ନିର୍ବାଚନୀ ପ୍ରଚାର  ପାଇଁ ତୟାର। ତେବେ ବିଜେପିର ମୁଖ୍ୟ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ଆସୁଛନ୍ତି ଓଡିଶା। ପୂର୍ବ ଓଡିଶାରୁ ନୂଆ ଓଡିଶାର ସ୍ଲୋଗାନ  ନେଇ ଓଡିଶା ଗ୍ରସ୍ତରେ ବହୁଥର ଆସିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ନରେନ୍ଦ୍ର ମୋଦି ଏବେ ପଶ୍ଚିମ ଓଡିଶା ଗ୍ରସ୍ତରେ। ପଶ୍ଚିମ ଓଡିଶାର ଜୟପୁର  ହେବ ସମାବେଶ। ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ନରେନ୍ଦ୍ରମୋଦି ଉକ୍ତ ଗ୍ରସ୍ତରେ ଜୟପୁର ନିର୍ବାଚନ ମଣ୍ଡଳୀର ୭୦ ହାଜରରୁ  ଉର୍ଦ୍ଧ୍ବ ଲୋକଙ୍କୁ ଆହ୍ଵାନ କରିବେ। ଜୟପୁରରେ ସମାବେଶ ଲାଗି ୩ ଟି ସ୍ଥାନ ବଛାଯାଇଥିବାବେଳେ କୌଣସିଟି ଠିକ ହୋଇପାରିନାହି। ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଧିଷ୍ଟ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ସ୍ଥିର ହୋଇନଥିବା କହିଛନ୍ତି ଜୟପୁରର ବରିଷ୍ଠ ବିଜେପି ନେତା ଅନୁପ ପାତ୍ର
ପଢନ୍ତୁ: ଭାରତୀୟ ନିର୍ବାଚନ କମିଶନର ନୂଆ ଟୁଇଟର ଆକାଉଣ୍ଟ

Related posts

Mobile Medical Units (MMUs) Started To Provide Healthcare Facilities In Rural Odisha

ENO Beuro

ଲଘୁଚାପ ହେଲା ଅବପାତ:୧୧ରେ ଆଉ ଏକ ଲଘୁଚାପ

ENO Beuro

ଆଡ୍‌ଭାନୀଙ୍କ ବ୍ଲଗ୍‌କୁ ନେଇ ଚର୍ଚ୍ଚା: ‘ଆମେ କେବେବି ରାଜନୈତିକ ବିରୋଧୀଙ୍କୁ ଦେଶ ବିରୋଧୀ ମାନିନାହୁଁ’

Ratnamani Moharana

1 comment

Leave a Comment