News

ଶ୍ରୀଲଙ୍କାରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ  ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର  କହିଛନ୍ତି, ଏହି ଗସ୍ତ ଭାରତର “ପଡ଼ୋଶୀ ପ୍ରଥମେ ନୀତି”କୁ ପ୍ରତିପାଦିତ କରୁଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ ରବିବାର ଅପରାହ୍ଣରେ ଶ୍ରୀଲଙ୍କାର ଇଣ୍ଡିଆ ହାଉସ୍‍ଠାରେ ଭାରତୀୟ ସମୁଦାୟଙ୍କ ସହ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରଙ୍କୁ ଗୁରୁତ୍ୱ ଦିଆଯିବା କ୍ରମରେ ଏହି ଦୁଇ ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଛନ୍ତି।

ଶ୍ରୀଲଙ୍କାର ଆତ୍ମାକୁ ହରାଇ ପାରିବନି ଆତଙ୍କବାଦ

ଶ୍ରୀଲଙ୍କା ପୁଣି ଉପରକୁ ଉଠିବ । ଶ୍ରୀଲଙ୍କାର ଆତ୍ମାକୁ ହରାଇ ପାରିବନି ଆତଙ୍କବାଦ । ଆତଙ୍କବାଦୀ ଆକ୍ରମଣ ହୋଇଥିବା କଲମ୍ବୋର ଆନ୍ଥୋନୀ ଚର୍ଚ୍ଚ  ପରିଦର୍ଶନ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିପଦ ସମୟରେ ଶ୍ରୀଲଙ୍କା ସହ ଭାରତ ଛିଡା ହୋଇଛି । ଆତଙ୍କବାଦ ବିରୋଧରେ ଶ୍ରୀଲଙ୍କା ସହ ଭାରତ ଏକାଠି ଲଢିବ ବୋଲି କଲମ୍ବୋକୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପଢନ୍ତୁ: ବର୍ଷୀୟାନ ଅଭିନେତା ଓ ସାହିତ୍ୟକାର ଗିରୀଶ କନ୍ନଡ଼ଙ୍କ ପରଲୋକ

Related posts

Odisha CM Naveen Patnaik Directed To Strictly Follow “Zero Tolerance Policy” Against Corruption

ENO Beuro

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ:ଅପରାଧ ନୁହେଁ ପରକୀୟା ପ୍ରୀତି

ENO Beuro

ଇସ୍ରୋକୁ ପ୍ରଶଂସା କଲା ଜାତୀୟ ଗଣମାଧ୍ୟମ

Ratnamani Moharana

Leave a Comment