News

ଆଜି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ, ଦେଶର ଶିକ୍ଷାର୍ଥୀଙ୍କୁ ଦେଲେ ପରୀକ୍ଷା ମନ୍ତ୍ର

modi

ରାଜ୍ୟର ପ୍ରତି ଶିକ୍ଷାନୁଷ୍ଠାନରେ ହେଊଛି ସିଧା ପ୍ରସାରଣ

ଆଜି ପ୍ରଧାନମନ୍ତ୍ରୀ କରିଛନ୍ତି ପରୀକ୍ଷା ପେ ଚର୍ଚ୍ଚା। ପିଲାଙ୍କୁ ଦେଲେ ପରୀକ୍ଷା ଟିପ୍ସ। ପରୀକ୍ଷାରେ ସମୟ ପ୍ରତି ସତର୍କ ରହିବାକୁ ମୋଦୀ ଦେଇଛନ୍ତି ପରାମର୍ଶ। ପାଠ ପଢ଼ାକୁ ଖେଳ ମାଧ୍ୟମରେ ପଢ଼ିପାରିଲେ ଏହା ବେଶ୍‌ ଉପଯୋଗୀ ହୋଇପାରିବ ସହିତ ବୌଦ୍ଧିକ ବିକାଶ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଗତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ଦିଲ୍ଲୀ ଏନସିଆରର ଶିକ୍ଷାର୍ଥୀ ଯୋଗ ଦେଇଥିଲେ । କିନ୍ତୁ ଏଥର କେବଳ ଦେଶ ନୁହେଁ ବରଂ ଋଷ, ନାଇଜେରିଆ, ଇରାନ, ନେପାଳ, କୁବେତ, ସାଉଦୀ ଆରବ, ସିଙ୍ଗାପୁର ଭଳି ଦେଶରୁ ଛାତ୍ରମାନେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ,ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମାନେ ମନୋନୀତ ହୋଇଥିଲେ । ଯେଉଁମାନେ କି ସେମାନେ ପ୍ରଧାନମନ୍ତ୍ରଙ୍କ ସହ ସିଧାସଳଖ କଥାହେବେ।

ପଢନ୍ତୁ; ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଲୋକ

Related posts

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

Ratnamani Moharana

ଆଳୁ ବଜାରରେ ନିଆଁ : ଖାଉଟି ହନ୍ତସନ୍ତ

ENO Beuro

ସାତ ଦିନିଆ ଭାରତ ଗସ୍ତରେ କାନାଡ଼ା ପ୍ରଧାନମନ୍ତ୍ରୀ : ସପରିବାରଙ୍କ ସହ ପରିଦର୍ଶନ କଲେ ତାଜମହଲ

ENO Beuro

Leave a Comment