SPORTS

ହକି ଟୁର୍ଣ୍ଣାମେଣ୍ଟ ପାଇଁ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ହକି ଟିମ୍‌

Pr

ଭୁବନେଶ୍ୱରରେ ପୁଣି ଦେଖିବାକୁ ମିଳିବ ହକି ଫିଭର। କଳିଙ୍ଗ ଷ୍ଟାଡିୟମରେ ଜୁନ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ(FIH) ପୁରୁଷ ହକି ସିରିଜ୍  ଅନୁଷ୍ଠିତ ହେବ। ଏହି ହକି ସିରିଜ୍ ଲାଗି ଭୁବନେଶ୍ୱରରେ ବିଭିନ୍ନ ଦଳର ଟିମ୍, ଆୟୋଜକ ଭାରତ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି।

ଆଜି ପୋଲାଣ୍ଡ ଓ ରୁଷିଆ  ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି।  ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ୨ଟିମ୍‌କୁ ହୋଟେଲକୁ ନିଆଯାଇଛି। ପୂର୍ବରୁ ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଥିଲା। ଏହି ସିରିଜ୍‌ରେ ଭାରତ ସମେତ ୮ ଟି ଦଳ ଭାଗ ନେଉଛନ୍ତି। ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ସିରିଜ୍ ଖେଳାଯାଉଛି। ଏଥିରେ ଭାରତ ଯଦି ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହେ, ତେବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବାକୁ ସୁଯୋଗ ମିଳିବ।

ପଢନ୍ତୁ: ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

Related posts

ଗିରଫ ହେଲେ ଗଲ୍‌ଫ୍‌ ଖେଳାଳି ଜ୍ୟୋତି ରାନ୍ଧଓ୍ବା

ENO Beuro

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

ENO Beuro

ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

ENO Beuro

Leave a Comment