ବଦଳିଲେ କଟକ ଓ ଭୁବନେଶ୍ୱରର ୨୬ଟି ଥାନାର ଆଇଆଇସି

police

ଟ୍ୱିନ୍‌ସିଟିର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଏହାକୁ କମିଶନରେଟ୍‌ ପୁଲିସ୍‌ର ବ୍ୟାପକ ଅଦଳବଦଳ କୁହାଯାଉଛି।  ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ବାଦାମବାଡ଼ି ଥାନା ଆଇଆଇସି। ରବି ନାରାୟଣ ଭଂଜ ହେଲେ ମାଲଗୋଦାମ ଥାନାଧିକାରୀ। ମନୋଜ ରୋଶନ ବିଲୁଙ୍ଗ ମଧୁପାଟଣା ଥାନା IIC ହୋଇଛନ୍ତି।

ସେହିପରି ,ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ ନୟାପଲ୍ଲୀ ଥାନାଧିକାରୀ ହୋଇଛନ୍ତି। ଖଣ୍ଡଗିରି ଥାନା ଆଇଆଇସି ହୋଇଛନ୍ତି ରଶ୍ମୀରଂଜନ ମହାପାତ୍ର। ସେହିପରି ବିଶ୍ୱରଂଜନ ନାୟକ ହେଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି। ଅମିତାଭ ମହାପାତ୍ର ହେଲେ ଖାରବେଳନଗର ଥାନା ଆଇଆଇସି।

ପଢନ୍ତୁ;  ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ମଟର କଟଲେଟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More