Loading...

ରାଜନୀତି

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଦୁଇ ଦିନ ସେ ମାରାଥନ୍‌ କାର୍ଯ୍ୟକ୍ରମ କରିବେ । ଦିନ ପ୍ରାୟ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ଆଜିଠୁ ପ୍ରାର୍ଥୀପତ୍ର ଦାଖଲ

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ଆଜିଠୁ ପ୍ରାର୍ଥୀପତ୍ର ଦାଖଲ

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ବର୍ଷ ହେବ କଂଗ୍ରେସ ମଙ୍ଗୁଆଳ ବିହୀନ ହୋଇ ପଡିଥିବା ବେଳେ ନିର୍ବାଚନରେ କଂଗ୍ରେସର ଅତ୍ୟନ୍ତ ଖରାପ ପ୍ରଦର୍ଶନ, ପ୍ରମୁଖ ନେତାମାନଙ୍କ ଇସ୍ତଫା ପରେ ଅଧ୍ୟକ୍ଷ ପାଦ ପାଇଁ ନିର୍ବାଚନ ଆଗାମୀ ଦିନରେ କଂଗ୍ରେସକୁ ନୂଆ ରୂପ ଦେବା ନେଇ ଆଲୋଚନା ଆରମ୍ଭ ହୋଇଛି।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବାପରେ ମୁଣ୍ଡ ଟେକିଲାଣି ବିବାଦ

ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବାପରେ ମୁଣ୍ଡ ଟେକିଲାଣି ବିବାଦ

ଗଣତନ୍ତ୍ରର ଏନ୍ତୁଡ଼ିଶାଳ ହେଉଛି କଲେଜ୍‌। ଜଣେ ବିଧାନସଭା ଓ ସଂସଦ ପାଇଁ ଭୋଟ୍ ଦେବାବେଳେ ନିଜ କଲେଜ ପାଇଁ ଗଣତାନ୍ତ୍ରିକ ବାଟରେ ପ୍ରତିନିଧି ବାଛିବାର ଅଧିକାରରୁ ସରକାର ବଞ୍ଚିତ କରିଛନ୍ତି।

ଦଳୀୟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ରାହୁଲ ଗାନ୍ଧୀ

ଦଳୀୟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ରାହୁଲ ଗାନ୍ଧୀ

ରାହୁଲଙ୍କ ନେତୃତ୍ବରେ ‘ଭାରତ ଯୋଡୋ ଯାତ୍ରା’ ଏବେ ଦ୍ବିତୀୟ ରାଜ୍ୟ ଭାବେ କେରଳରେ ଜାରି ରହିଛି । ଚଳିତ ମାସ 29 ତାରିଖରେ ଏହି ଯାତ୍ରା କେରଳ ପରିକ୍ରମା ଶେଷ କରି କର୍ଣ୍ଣାଟକରେ ପ୍ରବେଶ କରିବ ।

ରାଜନୈତିକ ଦଳର ବେନାମୀ ଚାନ୍ଦା ଉପରେ ଲାଗିବ ରୋକ

ରାଜନୈତିକ ଦଳର ବେନାମୀ ଚାନ୍ଦା ଉପରେ ଲାଗିବ ରୋକ

ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିପାରେ ଲଗାମ । ଚାନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାର ଟଙ୍କାକୁ କମାଇବାକୁ ନିର୍ବାଚନ କମିଶନ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ।

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ ହୋଇଛି।

ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନରୁ ଫେରିଲେ ରାଷ୍ଟ୍ରପତି । ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଆଜି(ମଙ୍ଗଳବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ପହଞ୍ଚିଛନ୍ତି (President Draupadi Murmu arrives in Delhi) ।

ଆସନ୍ତା ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ବୈଠକ

ଆସନ୍ତା ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ବସିବାକୁ ଯାଉଛି। ସେହିଦିନ ଅପରାହ୍ନ ୫ଟା ୩୦ ମିନିଟ୍‍ ରେ କ୍ୟାବିନେଟ୍‍ ବୈଠକ ବସିବ ବୋଲି ଜଣାପଡ଼ିଛି।

>