Loading...

ରାଜନୀତି

ଆଜି ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ ୩ ନୂଆ ମନ୍ତ୍ରୀ

ଆଜି ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ ୩ ନୂଆ ମନ୍ତ୍ରୀ

ଆଜି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେବେ ତିନି ନୂଆ ମନ୍ତ୍ରୀ । ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡି ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ସିଦ୍ଧରମୈୟା । ଏଥିପାଇଁ ଗ୍ରାଣ୍ଡ ସେଲିବ୍ରିଶନ କରିବାକୁ କଂଗ୍ରେସ ତରଫରୁ ଜୋର ସୋରରେ ପ୍ରସ୍ତୁତି ଚାଲିଛି।

ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଶିବକୁମାର

ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଶିବକୁମାର

କର୍ଣ୍ଣାଟକା ହାଇ ପଲଟିକାଲ ଡ୍ରାମାରେ ବାଜିମାରିନେଲେ ସିଦ୍ଦରମୈୟା। ଶେଷରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ କରିଛି କଂଗ୍ରେସ। ଶିବକୁମାରଙ୍କୁ କଂଗ୍ରେସ ପକ୍ଷରୁ ଡେପୁଟି ସିଏମ୍‌ ହେବାନେଇ ସୂଚନା ମିଳିଛି।

ଗତକାଲି ନବୀନଙ୍କୁ ଭେଟିଲେ ଆଜି ଶପଥ ନେବେ ଦୀପାଳି

ଗତକାଲି ନବୀନଙ୍କୁ ଭେଟିଲେ ଆଜି ଶପଥ ନେବେ ଦୀପାଳି

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

>