ଆଜି ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ
ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଝାରସୁଗୁଡ଼ାରେ ସମ୍ପନ୍ନ ହେବ। ଏଥି ପାଇଁ ସରକାରୀ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ବର୍ଗତ ଦାସଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ତିନି ଦିନ ଶୋକ ପାଳନ କରିବେ।
Loading...
ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଝାରସୁଗୁଡ଼ାରେ ସମ୍ପନ୍ନ ହେବ। ଏଥି ପାଇଁ ସରକାରୀ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ବର୍ଗତ ଦାସଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ତିନି ଦିନ ଶୋକ ପାଳନ କରିବେ।
ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଏହା ବର୍ଷ 2023ରେ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆଜି(ରବିବାର) 97ତମ ସଂସ୍କରଣ ।
ପରିବର୍ତ୍ତନ ହେଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ । ମୋଗଲ ଗାର୍ଡେନ ପରିବର୍ତ୍ତେ ଆଜିଠୁ ହେଲା ଅମୃତ ଉଦ୍ୟାନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର)ଏହାର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଂଗଙ୍କ ସମେତ ଓଡିଶାର ବହୁ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ଯାହା ଚର୍ଚ୍ଚା ହେଉଥିଲା ସତ ହୋଇଛି ।
ଗତ ବର୍ଷକ ଭିତରେ ସର୍ବାଧିକ ମାଡ଼ ଖାଇଛି ରୋଷେଇ ଶାଳ । ଚାଉଳ, ଡାଲି, ଗହମ, ଅଟା, ଚିନିଠୁ ଆରମ୍ଭ କରି ଖାଇବା ତେଲ ଯାଏଁ ସବୁ ଜିନିଷର ଦରଦାମ ଆକାଶଛୁଆଁ ହୋଇଛି ।
ନବୀନ ପୁଣି ନଂ ୧। ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୁଣି ଏକ ନଂ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ- ସି ଭୋଟର ମୁଡ୍ ଅଫ୍ ଦି ନେସନ ପୋଲରେ ପୁଣି ଶୀର୍ଷ ସ୍ଥାନରେ ନବୀନ।
ଓଟିଭିକୁ ଦିଲ୍ଲୀ କୋର୍ଟଙ୍କ ସମନ । ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏମ୍ଡି ଓ ଏଡିଟର ଇନ୍ ଚିଫଙ୍କୁ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମନ ଜାରି କରିଛନ୍ତି। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ଉଦ୍ୟମ ନେଇ ହୋଇଥିବା ଆବେଦନରେ କୋର୍ଟ ସମନ ଜାରି କରିଛନ୍ତି।
ଆଜି ଔପଚାରିକ ସମାରୋହରେ ‘ଲେବର୍ ପାର୍ଟି’ ନେତା କ୍ରିସ୍ ହିପ୍କିନ୍ସ୍ ନ୍ୟୁଜିଲାଣ୍ଡ୍ର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।