୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ପରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।
Loading...
୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ପରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।
ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ଶନି ସିଙ୍ଗନାପୁରର ଏକ ଶନି ମନ୍ଦିରରେ ୧କୋଟି ମୂଲ୍ୟର ସୁନା କଳସ ଦାନକୁ ନେଇ ପ୍ରତିକ୍ରିୟା ରଖିଲେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ସମ୍ବଲପୁର ଖିଣ୍ଡା ଗ୍ରାମକୁ ଆସିଥିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ତଥା ସେମାନଙ୍କ ସେବା ପାଇଁ ନିଜକୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରିବାକୁ ଶନିଦେବଙ୍କୁ ସେ ପ୍ରାର୍ଥନା କରିଥିବା କହିଛନ୍ତି ।
ଶନିଦେବଙ୍କୁ କୋଟିଏ ଟଙ୍କାର ସୁନା କଳସ ଦାନ । ମହାରାଷ୍ଟ୍ର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନିଙ୍କ ମନ୍ଦିରକୁ ତ୍ରିବେଣୀ ଅମାବାସ୍ୟାରେ ପ୍ରାୟ ୧ କୋଟି ଟଙ୍କାର ସୁନାକଳସ ଦାନ । ୭୦୦ଗ୍ରାମ ସୁନା ଓ ୫୦କେଜି ରୂପାରେ ତିଆରି ହୋଇଛି ଏହି କଳସ ।
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ।
ଶନି ଅଭିଷେକ କରିବା ପାଇଁ କୋଟି କୋଟି ଟଙ୍କାର ସୁନା କଳସ ଦାନ କରି ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗନାପୁରରେ ଭଗବାନ ଶନିଙ୍କ ପୀଠରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବହୁମୂଲ୍ୟ ସୁନା କଳସ ଦାନ କରିଥିବା ସୂଚନା ମିଳିଛି।
ସାଢ଼େ ୫ ବର୍ଷ କ୍ଷମତାରେ ରହିବା ପରେ ନ୍ୟୁଜିଲାଣ୍ଡ୍ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ୍ ଇସ୍ତଫା ଦେବେ ବୋଲି ଗୁରୁବାର ଦିନ ହଠାତ୍ ଘୋଷଣା କରିଥିଲେ। ସେ କହିଥିଲେ, ମୁଁ ଜଣେ ମଣିଷ। ଦେଶ ଚଳାଇବାକୁ ତାଙ୍କର ଆଉ ବଳ ନାହିଁ। ସେ ଇସ୍ତଫା ଦେବେ।
ସଂସଦ ଭବନର କାମ ପାଖାପାଖି ଶେଷ ହେବାକୁ ବସିଥିବା ବେଳେ ଏବେ ଏହାର ଫିନିସିଙ୍ଗ କାମ ଚାଲିଛି । ଉଭୟ ବିଲଡିଂ ମଧ୍ୟରେ ଥିବା ପାଚେରୀକୁ ଉଚ୍ଛେଦ କରାଯାଇଥିବା ବେଳେ ନୂତନ ବିଲଡିଂର ଅଟ୍ଟାଳିକା କାର୍ଯ୍ୟ ଜୋରସୋରରେ ଚାଲିଛି ।
ମଙ୍ଗଳବାର ସକାଳେ ‘ଟୁଇଟର୍’ର ପ୍ରସିଦ୍ଧ ‘ପକ୍ଷୀ’ ଲୋଗୋର ପ୍ରତିମୂର୍ତ୍ତିକୁ ୧ ଡଲାର୍ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି।