Loading...

ରାଜନୀତି

ସେପ୍ଟେମ୍ବର ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ, ଏଜେଣ୍ଡାକୁ ନେଇ ଦ୍ଵନ୍ଦରେ ଜନସାଧାରଣ

ସେପ୍ଟେମ୍ବର ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ, ଏଜେଣ୍ଡାକୁ ନେଇ ଦ୍ଵନ୍ଦରେ ଜନସାଧାରଣ

ଆସନ୍ତା ମାସ(ସେପ୍ଟେମ୍ବର) 18ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଏହି ସ୍ବତନ୍ତ୍ର ଅଧିବେଶନ 18 ତାରିଖରୁ ଆରମ୍ଭ ହୋଇ 22 ତାରିଖରେ ଶେଷ ହେବ ।

ଆସନ୍ତା ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, କିଏ ହେବ ନୂଆ ବାଚସ୍ପତି ଚାଲିଛି ଅଙ୍କକଷା

ଆସନ୍ତା ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, କିଏ ହେବ ନୂଆ ବାଚସ୍ପତି ଚାଲିଛି ଅଙ୍କକଷା

ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।ଏହି ଅଧିବେଶନ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟାଙ୍କା ଗାନ୍ଧୀ

ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟାଙ୍କା ଗାନ୍ଧୀ

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଭୁବନେଶ୍ୱର ମହାନଗର ନିଗମକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର ମହାନଗର ନିଗମକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର ମହାନଗର ନିଗମକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି ।

ଗ୍ରୀସ୍‌ରେ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କଲେ ଭାରତୀୟ ବଂଶୋଦ୍ଭବ

ଗ୍ରୀସ୍‌ରେ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କଲେ ଭାରତୀୟ ବଂଶୋଦ୍ଭବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ ସାରି ଗ୍ରୀସ୍‌ ଯାଇଛନ୍ତି । ଗ୍ରୀସରେ ପହଞ୍ଚିବା ପରେ ମୋଦୀଙ୍କୁ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କରିଛନ୍ତି ଭାରତୀୟ ବଂଶୋଦ୍ଭବ।

ଦୀର୍ଘ ୩ ବର୍ଷ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

ଦୀର୍ଘ ୩ ବର୍ଷ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

୨୦୧୯ ମସିହାରେ ହୋଇଥିବା କୋଭିଡ-19 ମହାମାରୀ ପରଠାରୁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିଥିଲା। ଦୀର୍ଘ ୩ ବର୍ଷ ପରେ ପୁଣି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦ ମିନିଟର ଗିରଫଦାରୀ ପରେ ମୁକ୍ତ ହେଲେ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

୨୦ ମିନିଟର ଗିରଫଦାରୀ ପରେ ମୁକ୍ତ ହେଲେ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ମାତ୍ର ୨୦ ମିନିଟ୍‌ ପାଇଁ ଜେଲ୍‌ ଯାଇ ୨୦୦,୦୦୦ ଡଲାର୍‌ ‘ବଣ୍ଡ୍‌’ ବା ମୁଚାଲିକାରେ ମୁକ୍ତ ହେଲେ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।

ମଞ୍ଚରେ ତଳେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ମଞ୍ଚରେ ତଳେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ମନ କିଣୁଛି ମୋଦିଙ୍କ ତ୍ରିରଙ୍ଗା ସମ୍ମାନ । ବ୍ରିକ୍ସ ସମ୍ମିଳନୀର ମଞ୍ଚରେ ତଳେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ପ୍ରଧାନମନ୍ତ୍ରୀ ।

>