Loading...

ରାଜନୀତି

ଗତକାଲି ନବୀନଙ୍କୁ ଭେଟିଲେ ଆଜି ଶପଥ ନେବେ ଦୀପାଳି

ଗତକାଲି ନବୀନଙ୍କୁ ଭେଟିଲେ ଆଜି ଶପଥ ନେବେ ଦୀପାଳି

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଥ ମୁହାଁ ପୋଲିଂ ଅଧିକାରୀ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଥ ମୁହାଁ ପୋଲିଂ ଅଧିକାରୀ

ଆଉ ଦିନକ ପରେ ନିର୍ବାଚନ । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି । ।ଆଜି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ ।

ଝାରସୁଗୁଡା ଉପନିର୍ବାଚନର ଆଜି ପ୍ରଚାରର ଶେଷ ଦିନ

ଝାରସୁଗୁଡା ଉପନିର୍ବାଚନର ଆଜି ପ୍ରଚାରର ଶେଷ ଦିନ

ସୋମବାର ପ୍ରଚାର ସରୁଥିବା ବେଳେ ହାଇଭୋଲଟେଜ୍‌ ପ୍ରଚାରରେ କମ୍ପୁଛି ଅଞ୍ଚଳ। ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ତ୍ର ପ୍ରଧାନ ।

ଦଙ୍ଗାକାରୀଙ୍କ ଦେଖିବାମାତ୍ରେ ଗୁଳି ଚଳାଇବା ନିର୍ଦ୍ଦେଶ

ଦଙ୍ଗାକାରୀଙ୍କ ଦେଖିବାମାତ୍ରେ ଗୁଳି ଚଳାଇବା ନିର୍ଦ୍ଦେଶ

ହିଂସାରେ ଜଳୁଛି ମଣିପୁର. ମୁହାଁମୁହିଁ ହୋଇଛନ୍ତି ଆଦିବାସୀ ଓ ଅଣଆଦିବାସୀ ।ମୈତେଇ ସମୁଦାୟ ଅନୁସୂଚିତ ଜନଜାତିରେ ସାମିଲ ହେବାକୁ ଦାବି କରୁଥିବାବେଳେ ଏହାକୁ ଆଦିବାସୀ ଏକତା ମୋର୍ଚ୍ଚ ତରଫରୁ ତ୍ରୀବ ବିରୋଧ କରାଯାଇଛି ।

ଜମୁଛି ଝାରସୁଗୁଡା ଉପନିର୍ବାଚନ ପ୍ରଚାର, ମଇଦାନଙ୍କୁ ଓଲହାଇବେ ବିଜେଡ଼ି ସୁପ୍ରିମୋ

ଜମୁଛି ଝାରସୁଗୁଡା ଉପନିର୍ବାଚନ ପ୍ରଚାର, ମଇଦାନଙ୍କୁ ଓଲହାଇବେ ବିଜେଡ଼ି ସୁପ୍ରିମୋ

ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ଉପନିର୍ବାଚନ ପାଇଁ ଝାରସୁଗୁଡାରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି  ବାଇଡେନ ଓ କମଲା ହାରିସ୍

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବାଇଡେନ ଓ କମଲା ହାରିସ୍

ପୁଣିଥରେ ନିର୍ବାଚନ ଲଢିବେ ବାଇଡେନ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ପୁନର୍ବାର ପ୍ରତିଦ୍ବନ୍ଦିତା କରିବେ ।

>