Loading...

ରାଜନୀତି

ବୟସ୍କ ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରା ଘୋଷଣା କଲେ ଯୋଗୀ ସରକାର

ବୟସ୍କ ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରା ଘୋଷଣା କଲେ ଯୋଗୀ ସରକାର

ଦିଲ୍ଲୀରେ ବିଭିନ୍ନ ମାଗଣା ଯୋଜନା ପ୍ରଣୟନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ଏବେ ଦିଲ୍ଲୀର ବିଭିନ୍ନ ଯୋଜନାକୁ ନିଜ ନିଜ ରାଜ୍ୟରେ ପ୍ରଣୟନ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀମାନେ ।

ଇମ୍ରାନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ଏପ୍ରିଲ ୯ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାଁ

ଇମ୍ରାନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ଏପ୍ରିଲ ୯ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଆସିବ ଧାମନଗର NACର ରେଜଲ୍‌ଟ; ୬ଟି ବୁଥ୍ ରେ ଭୋଟ ଗଣତି, ଲାଗିଛି ୧୪୪ ଧାରା

ଆଜି ଆସିବ ଧାମନଗର NACର ରେଜଲ୍‌ଟ; ୬ଟି ବୁଥ୍ ରେ ଭୋଟ ଗଣତି, ଲାଗିଛି ୧୪୪ ଧାରା

କିଏ ଦଖଲ କରିବ ଧାମନଗର NAC। ଆଜି । ଆସିବ ରେଜଲ୍‌ଟ। ୪ଟି ୱାର୍ଡର ୬ଟି ବୁଥ୍‌ରେ ପୁନଃମତଦାନ ପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି।

PCC ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ଚର୍ଚ୍ଚା, କାହା ନାଁରେ ବାଜିବ ମୋହର ?

PCC ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ଚର୍ଚ୍ଚା, କାହା ନାଁରେ ବାଜିବ ମୋହର ?

ସାରା ଦେଶରେ ଏବେ କଂଗ୍ରେସର ଅବସ୍ଥା ବେହାଲ । ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟସ୍ତ କଥା କହିଲେ ନସରେ । ରାଜ୍ୟ କଂଗ୍ରେସ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଗୋଷ୍ଠୀ କନ୍ଦଳ, PCC ନେତୃତ୍ୱଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଦଳ ଏବେ ରାଜ୍ୟବାସୀଙ୍କ ଭରସା ଜିତି ପାରୁନାହିଁ ।

ଆଜି ଭଦ୍ରକର ୬ଟି ବୁଥରେ ସାନି ମତଦାନ

ଆଜି ଭଦ୍ରକର ୬ଟି ବୁଥରେ ସାନି ମତଦାନ

ଆଜି ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 4ଟି ଓ୍ବାର୍ଡର 6ଟି ବୁଥରେ ସାନି ମତଦାନ । ଆଉ କିଛି ସମୟ ପରେ ଭୋଟ ଦେବେ ଭୋଟର । ଅପରାହ୍ନ ୪ଟା ଯାଏ ମତଦାନ ଅନୁଷ୍ଠିତ ହେବ ।

ଆନ୍ଧ୍ର ନକ୍ସାରେ ଯୋଡି ହେଲା ୧୩ ନୂଆ ଜିଲ୍ଲା

ଆନ୍ଧ୍ର ନକ୍ସାରେ ଯୋଡି ହେଲା ୧୩ ନୂଆ ଜିଲ୍ଲା

ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା । ଆଜି (ସୋମବାର) ସରକାରୀ ଭାବେ ଏହି ନୂତନ ଜିଲ୍ଲା ଗୁଡିକ ରାଜ୍ୟ ରାଜସ୍ବ ମାନଚିତ୍ରରେ ଆତ୍ମପ୍ରକାଶ କରାଯାଇଛି । ଆଜି ଗୁଣ୍ଟୁର ଜିଲ୍ଲା ତାଡେପଲ୍ଲୀରୁ ଭିଡିଓ କନଫରେନ୍ସି ଜରିଆରେ ନୂଆ ୧୩ ଜିଲ୍ଲା ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ରାହୁଲ୍‌ ଗାନ୍ଧୀ ଓ ପ୍ରିୟାଙ୍କା ଗାନ୍ଧୀ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ରାହୁଲ୍‌ ଗାନ୍ଧୀ ଓ ପ୍ରିୟାଙ୍କା ଗାନ୍ଧୀ

ଇନ୍ଧନ ଦର ବୃଦ୍ଧି ବିରୋଧରେ ଆଜି ବିଜୟ ଚୌକ୍‌ଠାରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ରାଜ୍ୟସଭା ଏବଂ ଲୋକସଭାର କଂ‌ଗ୍ରେସ ସାଂସଦମାନଙ୍କର ନେତୃତ୍ବ ନେଉଛନ୍ତି ରାହୁଲ୍‌ ଗାନ୍ଧୀ।ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ବର୍ଦ୍ଧିତ ପେଟ୍ରୋଲ୍‌, ଡିଜେଲ୍‌ ଓ ଏଲ୍‌ପିଜି ଗ୍ୟାସ୍‌ ଦର ପ୍ରତ୍ୟାହାର କରାଯାଉ ଦାବି କରି ସରକାର ବିରୋଧୀ ସ୍ଲୋଗାନ୍‌ ଦେବା ସହ ଧାରଣା ଦେଇଛନ୍ତି।

ଆଜି ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ

ଆଜି ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ

ଆଜି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଫେବ୍ରୁଆରୀ ୨୪ରେ ରୁଷ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯିବା ପରଠାରୁ ରୁଷର ଏହା ପ୍ରଥମ ଉଚ୍ଚସ୍ତରୀୟ ଭାରତ ଗସ୍ତ ।

>