Loading...

ରାଜନୀତି

ପଦ୍ମପୁର ଉପନିର୍ବାଚନ: ବିଜେପିରୁ ପ୍ରଦୀପ, କଂଗ୍ରେସରୁ ସତ୍ୟଭୂଷଣ ବିଜେଡ଼ିରେ ଛକାପଞ୍ଝା

ପଦ୍ମପୁର ଉପନିର୍ବାଚନ: ବିଜେପିରୁ ପ୍ରଦୀପ, କଂଗ୍ରେସରୁ ସତ୍ୟଭୂଷଣ ବିଜେଡ଼ିରେ ଛକାପଞ୍ଝା

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତେବେ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇନା‌ହିଁ। ବିଜେଡିର ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଳମ୍ବିତ ହେଉଥିବା କୁହାଯାଉଛି।

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।

ପଦ୍ମପୁର ପାଇଁ କିଏ କାହାକୁ ପ୍ରାର୍ଥୀ କରିବ ଚାଲିଛି ଅଙ୍କକଷା

ପଦ୍ମପୁର ପାଇଁ କିଏ କାହାକୁ ପ୍ରାର୍ଥୀ କରିବ ଚାଲିଛି ଅଙ୍କକଷା

ପଦ୍ମପୁରରେ କିଏ ହେବେ ପ୍ରାର୍ଥୀ ? ୩ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ କସରତ ଆରମ୍ଭ କରିଛନ୍ତି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ ।

ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାମହିମଙ୍କ ଗସ୍ତ ପାଇଁ ସରିଛି ପ୍ରସ୍ତୁତି

ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାମହିମଙ୍କ ଗସ୍ତ ପାଇଁ ସରିଛି ପ୍ରସ୍ତୁତି

ରାଷ୍ଟ୍ରପତି‌ ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ବରରେ ପହଞ୍ଚିବେ। ଭାରତର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ଶପଥ ଗ୍ରହଣ କଲେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ

ଶପଥ ଗ୍ରହଣ କଲେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ

ଧାମନଗର ଉପନିର୍ବାଚନରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କର ବିଜୟ ହେବା ପରେ ଆଜି ସେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି।

ଅପରାହ୍ନ ୫ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଅପରାହ୍ନ ୫ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନିତି । ଦ୍ଵିତୀୟ ଭୋଗମଣ୍ଡପ ନିତି ବଢିବା ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।

ଧାମନଗର ପରେ ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି

ଧାମନଗର ପରେ ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି

ଡିସେମ୍ବର ୫ ତାରିଖରେ ପଦମପୁର ଉପ ନିର୍ବାଚନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ।

ଭାଙ୍ଗିଲା ଇତିହାସର ଧାରା, ଧାମନଗରରେ ବିଜେଡ଼ି ନୁହେଁ ଚାଲିବ ବିଜେପି ରାଜ

ଭାଙ୍ଗିଲା ଇତିହାସର ଧାରା, ଧାମନଗରରେ ବିଜେଡ଼ି ନୁହେଁ ଚାଲିବ ବିଜେପି ରାଜ

ଚଳିତ ଉପନିର୍ବାଚନ ଫଳାଫଳରେ ରାଜ୍ୟ ରାଜନୀତି ଇତିହାସରେ ପ୍ରଚଳିତ ଧାରାରେ ଏକ ବଡ ବ୍ୟତିକ୍ରମ ଦେଖିବାକୁ ମିିଳିଛି । 2009 ମସିହା ପରେ ପ୍ରଥମ ଥର ଓ 2000 ମସିହା ପରେ ଶାସକ ବିଜେଡିକୁ ତୃତୀୟ ଥର ପାଇଁ ଉପନିର୍ବାଚନରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି ।

>