Loading...

ରାଜନୀତି

ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢବୀ

ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢବୀ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଏହା ପରେ ଶୁକ୍ରବାର ଆମ ଆଦମୀ ପାର୍ଟି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ସାମ୍ବାଦିକ ତଥା ଆମ ଆଦର୍ମି ପାର୍ଟିର ରାଷ୍ଟ୍ରୀୟ ମିଳିତ ସାଧାରଣ ସମ୍ପାଦକ ଇସୁଦାନ ଗଢବୀଙ୍କ ଉପରେ ଆଶା ପ୍ରକଟ କରିଛନ୍ତି ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ।

ଅଜାନରେ ବ୍ୟାଘାତ ସୃଷ୍ଟି ହେବାରୁ ଇମ୍ରାନଙ୍କୁ ଗୁଳି କଲା ଫୈଜଲ ଭଟ୍ଟ

ଅଜାନରେ ବ୍ୟାଘାତ ସୃଷ୍ଟି ହେବାରୁ ଇମ୍ରାନଙ୍କୁ ଗୁଳି କଲା ଫୈଜଲ ଭଟ୍ଟ

‘ପିଟିଆଇର ଆଜାଦି ମାର୍ଚ୍ଚ ସମୟରେ ଲାଉଡ୍ ସ୍ପିକର ଓ ମାଇକ୍ ଲଗାଇ ପ୍ରଚାର କରୁଥିଲେ । ସେ ସମୟରେ ଗୁଜରାୱାଲା ର ଆଲ୍ଲାହୱାଲା ଚୌକରେ ଅଜାନ୍ ଚାଲୁଥିଲା । ହେଲେ ଇମ୍ରାନଙ୍କ ଆଜାଦି ମାର୍ଚ୍ଚ ଓ ଜୋରରେ ଗୀତ ବାଜୁଥିବାରୁ ଅଜାନରେ ବ୍ୟାଘାତ ସୃଷ୍ଟି ହେଉଥିଲା । ତେଣୁ ମୁଁ ରାଗିଗଲି’।

ଆଜି ଗୁଜରାଟ ସାଧାରଣ ନିର୍ବାଚନ ତାରିଖ ଘୋଷଣା

ଆଜି ଗୁଜରାଟ ସାଧାରଣ ନିର୍ବାଚନ ତାରିଖ ଘୋଷଣା

ଭାରତୀୟ ନିର୍ବାଚନ ଆୟୋଗ ଆଉ କିଛି ସମୟ ପରେ ପ୍ରେସମିଟ କରିବାର କାର୍ଯ୍ୟକ୍ରମ ରହିଛି । ଆଶାକରାଯାଉଛି ଯେ ଆୟୋଗ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।

ମତଦାନ କେନ୍ଦ୍ର ନିକଟରେ ବୁଲିଲା ବିଜେଡି ପ୍ରଚାର ଗାଡ଼ି

ମତଦାନ କେନ୍ଦ୍ର ନିକଟରେ ବୁଲିଲା ବିଜେଡି ପ୍ରଚାର ଗାଡ଼ି

ଆଜି ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ ବାହାରେ ଭୋଟରଙ୍କ ଲମ୍ବା ଲାଇନ୍‌ ଲାଗିଛି।

ଭୋଟ ଦେଉଛନ୍ତି ଧାମନଗର ଭୋଟର

ଭୋଟ ଦେଉଛନ୍ତି ଧାମନଗର ଭୋଟର

ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ‌ଭୋଟ ଗ୍ରହଣ। ଧାମନଗର ବିଧାନସଭା ଆସନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଛି।

୧୦ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୧୦ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୧୦ରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବେ। ଗସ୍ତ କାଳରେ ସେ ରାଜଭବନରେ ଅବସ୍ଥାନ କରିବେ ଓ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ।

ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଆସନ୍ତା ୩ ତାରିଖରେ ଧାମନଗର ବିଧାନସଭା ପାଇଁ ଉପନିର୍ବାଚନ ହେବ । ଏହା ପୂର୍ବରୁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଭୋଟ୍ ମାଗିବା ପାଇଁ ହାତରେ ମାତ୍ର ଗୋଟିଏ ଦିନ ଥିବାରୁ ଜୋରସୋରରେ ଲାଗି ପଡ଼ିଛନ୍ତି ସବୁ ଦଳର ପ୍ରାର୍ଥୀ ଓ ସମର୍ଥକ ।

ଆଜି ଓଡିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ଆଜି ଓଡିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ଓଡ଼ିଶାରେ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରେ ସକାଳ ସାଢେ ୮ଟା ବେଳେ ଯାତ୍ରା ଆରମ୍ଭ ହେବ । ଏଥିରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ  ଯୋଗଦେବେ ।

>