Loading...

ରାଜନୀତି

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲା ପରିଷଦ ଜୋନର ହେବ ଭୋଟ ଗଣତି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତି ଉପରେ ସମସ୍ତଙ୍କ ନଜର ରହିଛି ।

କୋଟିଆରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ

କୋଟିଆରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ

ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଆସିବା ଆରମ୍ଭ ହୋଇଛି । କ‌ୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା ।

ଆରମ୍ଭ ହେଲା ଭୋଟ ଗଣତି

ଆରମ୍ଭ ହେଲା ଭୋଟ ଗଣତି

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି।

ଭୋଟ୍ ସରିଲା ଏବେ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ଭୋଟ୍ ସରିଲା ଏବେ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ପ୍ରଥମ ଥର ଲାଗି ବ୍ଲକ୍ ସ୍ତରରେ କାଉଣ୍ଟିଂ ହେଉଥିବାରୁ ଏଥିପାଇଁ ଆଜି ବିଭିନ୍ନ ସ୍ଥାନରେ କାଉଣ୍ଟିଂ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି । ସଠିକ ଭାବେ ଭୋଟ୍ ବାକ୍ସ ଖୋଲିବାଠୁ ଆରମ୍ଭ କରି ଗଣତି ସମୟରେ ଦଳୀୟ ଏଜେଣ୍ଟମାନଙ୍କୁ ସଠିକ୍ ହିସାବ ଦିଆଯିବା ଉପରେ ଆଲୋଚନା ହୋଇଛି ।

ଆସନ୍ତୁ ଜାଣିବା ପଞ୍ଚାୟତ କାଉଣ୍ଟିଙ୍ଗର ପୁରା ପ୍ରଣାଳୀ

ଆସନ୍ତୁ ଜାଣିବା ପଞ୍ଚାୟତ କାଉଣ୍ଟିଙ୍ଗର ପୁରା ପ୍ରଣାଳୀ

ପଞ୍ଚାୟତ ଭୋଟର ଚାରି ପର୍ଯ୍ୟାୟ ସରିବା ପରେ ନେତାଙ୍କ ନଜର ରହିଛି ଏବେ ଭୋଟ ଗଣତି ଉପରେ । ଫେବୃୟାରୀ ୨୬, ୨୭, ୨୮ ତାରିଖ ତିନି ଦିନ ଧରି ବ୍ଲକ ମୁଖ୍ୟାଳୟରେ ବାଲାଟ ବକ୍ସ ଖୋଲାଯାଇ ଗଣତି କରାଯିବ ।

>