Loading...

ରାଜନୀତି

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବିଭ୍ରାଟ, ଆଜି ୪୫ ଟି ସ୍ଥାନରେ ହେବ ରି-ପୋଲିଂ

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବିଭ୍ରାଟ, ଆଜି ୪୫ ଟି ସ୍ଥାନରେ ହେବ ରି-ପୋଲିଂ

ଆଜି ୪୯ ଟି ସ୍ଥାନରେ ରି-ପୁଲିଂ ହେଉଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ମତଦାନ ବିଭ୍ରାଟ ଓ ବାଧାପ୍ରାପ୍ତ ହୋଇଥିଲା ସେସବୁ ସ୍ଥାନରେ ସାନି ମତଦାନ ହେଉଛି।

ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ, ନୂତନ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି କିଏ!

ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ, ନୂତନ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି କିଏ!

ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ୟୁପି, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁରରେ କିଏ ଗଢିବ ସରକାର ଏ ନେଇ ଆସନ୍ତା ମାର୍ଚ୍ଚ୧୦ ତାରିଖ ନିର୍ଦ୍ଧାରଣ ହେବ ।

ମଙ୍ଗଳବାର ୟୁଏଇ ସଂସଦକୁ ସମ୍ବୋଧିତ କରିବେ ବାଚସ୍ପତି ଓମ ବିର୍ଲା

ମଙ୍ଗଳବାର ୟୁଏଇ ସଂସଦକୁ ସମ୍ବୋଧିତ କରିବେ ବାଚସ୍ପତି ଓମ ବିର୍ଲା

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ବରେ ଭାରତୀୟ ସଂସଦୀୟ ଦଳର ଏକ ପ୍ରତିନିଧି ମଣ୍ଡଳୀ ସଂଯୁକ୍ତ ଆରବ ଏମିରଟ(UAE) ଗସ୍ତ କରିଛନ୍ତି । ସଂସଦୀୟ ଦଳର ସମ୍ମାନାର୍ଥେ ୟୁଏଇ ପ୍ରଶାସନ ଏକ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ଡାକିଛି ।

ଗୋଟିଏ ଦିନରେ ୟୁକ୍ରେନ୍‌ରେ ୧୫୦୦ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ

ଗୋଟିଏ ଦିନରେ ୟୁକ୍ରେନ୍‌ରେ ୧୫୦୦ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ

ଗୋଟିଏ ଦିନରେ ୟୁକ୍ରେନ୍‌ର ପୂର୍ବ ପ୍ରାନ୍ତରେ ୧୫୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା କଥା ଶନିବାର ଦିନ ୟୁରୋପୀୟ ନିରାପତ୍ତା ସଙ୍ଗଠନ ‘ଅର୍ଗାନାଇଜେନ୍‌ ଫର୍‌ ସିକ୍ୟୁରିଟି ଆଣ୍ଡ୍‌ କୋଅପରେସନ୍‌ ଇନ୍‌ ୟୁରୋପ୍‌’ର (ଓଏସ୍‌ସିଇ) ପର୍ଯ୍ୟବେକ୍ଷକମାନେ କହିଛନ୍ତି।

>