Loading...

ରାଜନୀତି

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ରାଜ୍ୟର ୬୪ଟି ବ୍ଲକ୍‌ରେ ୧୬୩ ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅଧିନରେ ଥିବା ୧୨୫୪ଟି ପଞ୍ଚାୟତରେ ଆସନ୍ତାକାଲି ମତଦାନ ହେବ।

କର୍ମୀଙ୍କ ପାଦ ଛୁଇଁଲେ ମୋଦୀ

କର୍ମୀଙ୍କ ପାଦ ଛୁଇଁଲେ ମୋଦୀ

କର୍ମୀ ହିଁ ଦଳର ଶକ୍ତି । ଏକ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ କର୍ମୀଙ୍କ ପାଦ ଛୁଇଁଲେ ନରେନ୍ଦ୍ର ମୋଦୀ । ନିଜ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଚକିତ କରିଥିବା ମୋଦୀ ପୁଣି ପ୍ରଶଂସାର ପାତ୍ର ହୋଇଛନ୍ତି ।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଭୋଟ ହେବ । ୧୭୧ଟି ଜିଲ୍ଲା ପରିଷଦ ଜୋନ ପାଇଁ ହେବ ଲଢେଇ ।

‘ଯୋଗୀ ଜିତିଲେ, ଭାରତ ଛାଡ଼ିଦେବି': ଅଭିନେତା କମାଲ ରସିଦ ଖାନ

‘ଯୋଗୀ ଜିତିଲେ, ଭାରତ ଛାଡ଼ିଦେବି': ଅଭିନେତା କମାଲ ରସିଦ ଖାନ

ନିର୍ବାଚନୀ ମାହୋଲରେ KRK ନେତାମାନଙ୍କ ଉପରେ ନିଜର ଆକ୍ରମଣାତ୍ମକ ବୟାନ ଜାରି ରଖିଛନ୍ତି। ଏବେ ସେ ଜୋସ୍‌ରେ ଆସି ଏହା କହି ଦେଇଛନ୍ତି କି, ଯଦି ୟୁପିରେ ଯୋଗୀ ଜିତନ୍ତି, ତେବେ ସେ ସବୁଦିନ ପାଇଁ ଭାରତ ଛାଡ଼ି ଦେବେ।

ନିଜର ସ୍ୱାସ୍ଥ୍ୟଗତ ଗୁଜବକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ନିଜର ସ୍ୱାସ୍ଥ୍ୟଗତ ଗୁଜବକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ନିର୍ବାଚନ ଆସିଲେ ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି ହୁଏ । ତେବେ ମୋ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି । ମୁଁ ଖୁସି ମଧ୍ୟ ଅଛି । ଏଭଳି ଗୁଜବ ହେଲେ ଜାଣିବେ ବିଜେଡି ନିର୍ବାଚନରେ ଭଲ କରିବାକୁ ଯାଉଛି ।

ନେତା ବାଛୁଛନ୍ତି କୋଟିଆବାସୀ

ନେତା ବାଛୁଛନ୍ତି କୋଟିଆବାସୀ

ନେତା ବାଛୁଛନ୍ତି କୋଟିଆବାସୀ। ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ମାଡ଼କାର, ଫଗୁଣସିନେରି, ତାଡ଼ିବାଲସା, ତଳ ଓ ଉପର ସେମ୍ବି ଏବଂ ଗଞ୍ଜେଇପଦର ଆଦି ୧୩ଟି ବୁଥ୍‌ରେ ପଞ୍ଚାୟତ ନିର୍ବାଚନ କରାଯାଉଛି। 

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଅପରାହ୍ନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥ୍‌ରେ ମତଦାନ ଜାରି ରହିଛି।

>