Loading...

ରାଜନୀତି

ଜାଲ୍‌ ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିସନରଙ୍କ ସତର୍କବାଣୀ ଧରା ପଡିଲେ ସିଧା ଜେଲ

ଜାଲ୍‌ ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିସନରଙ୍କ ସତର୍କବାଣୀ ଧରା ପଡିଲେ ସିଧା ଜେଲ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌ ପୂର୍ବରୁ ଜାଲ୍‌ ଭୋଟରମାନଙ୍କୁ ରାଜ୍ୟ ନିର୍ବାଚନ କମିସନର ସତର୍କ କରାଇ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଅନ୍ୟ କାହା ନାମରେ ଭୋଟ୍‌ ଦେବାବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ।

ପ୍ରଚାର ସରିଲେ ଗାଁ ଛାଡ଼ିବାକୁ ନେତାଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନ

ପ୍ରଚାର ସରିଲେ ଗାଁ ଛାଡ଼ିବାକୁ ନେତାଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନ

ଆଉ ୩ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଯାହାକୁ ନେଇ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

କୋହଳ ହେଲା କଟକଣା; ୨୦ ଜଣରେ ପ୍ରଚାର, ୩ଶହରେ ସଭା

କୋହଳ ହେଲା କଟକଣା; ୨୦ ଜଣରେ ପ୍ରଚାର, ୩ଶହରେ ସଭା

ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ । ଆଉ ମାତ୍ର ଅଳ୍ପ ଦିନର ବ୍ୟବଧାନ । ଏପରି ସମୟରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ଲାଗୁ ହୋଇଥିବା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

କୋରାପୁଟରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଭୋଟ ମାଗିଲେ ଅରିନ୍ଦମ ରାୟ

କୋରାପୁଟରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଭୋଟ ମାଗିଲେ ଅରିନ୍ଦମ ରାୟ

ମତଦାନ ତାରିଖ ଯେତିକି ପାଖଉଛି, ପରାଚ ମଇଦାନ ସେତିକି ସରଗରମ ହେଉଛି । ଗାଁ ଗାଁରେ ଏବେ ସବୁ ଦଳର ହେଭିୱେଟ୍ ନେତାଙ୍କ ଭାଷଣ ଶୁଣିବାକୁ ମିଳିଛି ।

>