Loading...

ରାଜନୀତି

ଦିଲ୍ଲୀ ଢାଞ୍ଚାରେ ପଞ୍ଜାବରେ ଡୋର ଟୁ ଡୋର ରାସନ ବିତରଣ

ଦିଲ୍ଲୀ ଢାଞ୍ଚାରେ ପଞ୍ଜାବରେ ଡୋର ଟୁ ଡୋର ରାସନ ବିତରଣ

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ସୋମବାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି । ସେ ମଧ୍ୟ ଦିଲ୍ଲୀ ଢାଞ୍ଚାରେ ପଞ୍ଜାବରେ ଡୋର ଟୁ ଡୋର ରାସନ ବିତରଣ ପାଇଁ ଘୋଷଣା କରିଛନ୍ତି । ଅର୍ଥାତ୍, ବର୍ତ୍ତମାନ ସରକାର ଘରକୁ ଘର ରାସନ ସାମଗ୍ରୀ ଯୋଗାଇଦେବେ ।

ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି

ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି

ସରିଲା ଭୋଟ୍ ଆସନ୍ତାକାଲିକୁ ଆସିବ ଫଳାଫଳ । ୩ ମହାନଗର ନିଗମର ୩୫ ମେୟର ପ୍ରାର୍ଥୀଙ୍କ ସମେତ ୬୮୯ କର୍ପୋରେଟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ନବୀନ ନିବାସରୁ ଚାଲି ଚାଲି ଯାଇ ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ

ନବୀନ ନିବାସରୁ ଚାଲି ଚାଲି ଯାଇ ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ

ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୌର ନିର୍ବାଚନରେ ଭୋଟ୍‌ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୩ ନମ୍ବର ୱାର୍ଡରେ ଆଜି ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି।ଠିକ୍ ସେହିପରି ଫାଇଭ ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ ଏବଂ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ମଧ୍ୟ ଭୋଟ ଦାନ କରିଛନ୍ତି।

ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଆରମ୍ଭ ହେଲା ଭୋଟ ଗ୍ରହଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟରେ ପୌର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ 8ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ । ସାରା ରାଜ୍ୟର 59 ଟି ଏନଏସି, 47 ଟି ପୌର ପରିଷଦ ଏବଂ 3 ଟି ମହାନଗର ନିଗମର 17 ଶହ 37 ୱାର୍ଡରେ ଆଜି ନିର୍ବାଚନ ହେଉଛି ।

ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ

ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ

ଏପ୍ରିଲ୍ ୧ ଅର୍ଥାତ ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏବେ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଅଛି । 

ରାତି ପାହିଲେ ଭୋଟ୍‌: ବୁଥ୍‌ ମୁହାଁ ପୋଲିଂ ପାର୍ଟି

ରାତି ପାହିଲେ ଭୋଟ୍‌: ବୁଥ୍‌ ମୁହାଁ ପୋଲିଂ ପାର୍ଟି

ପୌର ଭୋଟ ପାଇଁ ଚାଲିଛି ସଜବାଜ । ଆଜି ପୋଲିଙ୍ଗ୍ ବୁଥ୍ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।

ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩ଟି ମହାନଗର ନିଗମରେ ହେବ ମତଦାନ

ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩ଟି ମହାନଗର ନିଗମରେ ହେବ ମତଦାନ

୨୪ ତାରିଖରେ ରାଜ୍ୟର ୩ଟି ମହାନଗର ନିଗମ, ୪୭ଟି ମୁନିସିପାଲଟି ଓ ୫୯ଟି NAC ରେ ମତଦାନ ହେବ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ । ପୌର ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ଦୁଇ ଦିନ ପରେ ପୌର ନିର୍ବାଚନ

ଦୁଇ ଦିନ ପରେ ପୌର ନିର୍ବାଚନ

ଦୁଇ ଦିନ ପରେ ପୌର ପରୀକ୍ଷା। ଆସନ୍ତାକାଲି ସରିବ ପ୍ରଚାର। ଖରାକୁ ଖାତିର ନକରି ନେତା ଓ ସମର୍ଥକଙ୍କ ଗହଣରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ସହରର ଗଳିକନ୍ଦିରେ ବୁଲୁଛି କ୍ୟାମ୍ପେନ ଗାଡ଼ି ।

>