ସିସୋଦିଆଙ୍କ ଗିରଫ ପରେ ବିଧାୟକ ଅତିଶୀ ମାରଲେନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ପଦ ଦେଲେ କେଜ୍ରିୱାଲ
ନ୍ତ୍ରୀ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କ ୭ଟି ବିଭାଗ , କୈଳାଶ ଗେହେଲଟଙ୍କୁ ଅର୍ଥ, ଯେଜାନା, ଶକ୍ତି, ଗୃହ, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଭାଗର ଦାୟିତ୍ୱ ଓ ରାଜକୁମାରଙ୍କୁ ଶିକ୍ଷା, ସଚେତନା, ପର୍ଯ୍ୟଟନ, କଳା ସଂସ୍କୃତି.ଭାଷା, ଶ୍ରମ, ରୋଜଗାର,ସ୍ୱାସ୍ଥ୍ୟ ଓ ଶିଳ୍ପଭଳି ଗୁରୁତ୍ୱଭଳି ବିଭାଗ ଦିଆଯାଇଛି ନାମ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିବାବେଳେ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।