ଆଜିଠୁ ଆରମ୍ଭ ହେଉଛି ସଂସଦରେ ବଜେଟ ଅଧିବେଶନ
ଆଜିଠୁ ଆରମ୍ଭ ହେଉଛି ସଂସଦରେ ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିବେ ।
Loading...
ଆଜିଠୁ ଆରମ୍ଭ ହେଉଛି ସଂସଦରେ ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିବେ ।
ADR ରିପୋର୍ଟରେ କୁହାଯାଇଛି ଯେ ସାତୋଟି ଜାତୀୟ ଦଳ ମଧ୍ୟରେ ସର୍ବାଧିକ ସମ୍ପତ୍ତି ବିଜେପି, ବିଏସପି ୬୯୮.୩୩ କୋଟି ଯାହାକି ୯.୯୯ ଏବଂ କଂଗ୍ରେସ ୫୮୮.୧୬ କୋଟି ଯାହାକି ୮.୪୨ ପ୍ରତିଶତ ରହିଛି ।
ଭୁବନେଶ୍ବର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
ଆସନ୍ତା ସପ୍ତାହରେ ଆସିବ କେନ୍ଦ୍ରୀୟ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡ଼ି ଉପରେ ରହିଛି ସମସ୍ତଙ୍କ ନଜର ।
ଦିଲ୍ଲୀରେ ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍ ସଙ୍କଟ ହେତୁ ପ୍ରଥମ ଥର ପାଇଁ ଏବର୍ଷ ପାରମ୍ପରିକ ‘ହାଲ୍ୱା ଉତ୍ସବ’ ବାତିଲ କରାଯାଇଥିବା କଥା ଗୁରୁବାର ଦିନ କେନ୍ଦ୍ର ସରକାର କହିଛନ୍ତି।
ବଜେଟକୁ ନେଇ ବ୍ୟବସାୟୀଙ୍କ ଠାରୁ ସାଧାରଣ ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ । ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ।
ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ଜଡ଼ିତ ଏକ ସଂସ୍ଥାର କାର୍ଯ୍ୟକ୍ରମରେ ହମିଦ ଅନସାରୀ ଭାରତର ଗଣତନ୍ତ୍ରକୁ ସମାଲୋଚନା କରିବା ସହ ଏହା ଦେଶର ସାମ୍ବିଧାନିକ ମୂଲ୍ୟବୋଧଠାରୁ ଦୂରେଇ ଯାଉଛି ବୋଲି କହିଛନ୍ତି ।
ନିର୍ବାଚନ ଚିହ୍ନ ମିଳିବା ପରେ ଏବେ ଅସଲ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ପ୍ରାର୍ଥୀ ।