Loading...

ରାଜନୀତି

ପୌର ନିର୍ବାଚନ :  ପ୍ରାର୍ଥୀପତ୍ର ଯାଞ୍ଚରେ କଟିଲେ  ୧୦୦ ଆଶାୟୀ

ପୌର ନିର୍ବାଚନ : ପ୍ରାର୍ଥୀପତ୍ର ଯାଞ୍ଚରେ କଟିଲେ ୧୦୦ ଆଶାୟୀ

ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୭୦୫୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ଥିବାବେଳେ ୧୦୦ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି।

ଗୁଡ଼୍ ଗଭର୍ଣ୍ଣାନ୍ସ ପାଇଁ ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୁଡ଼୍ ଗଭର୍ଣ୍ଣାନ୍ସ ପାଇଁ ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁଣି ଦେଶରେ ଟପ୍ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କଚ୍ ମାଗାଜିନ ତରଫରୁ ପ୍ରସ୍ତୁତ ହୋଇଥିବା ଗୁଡ ଗଭର୍ନାନ୍ସ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟପ୍-୩ ରାଙ୍କ ମଧ୍ୟରେ ଦେଖିବାକୂ  ମିଳିଛି।

ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଇମ୍ରାନଙ୍କ ବିରୋଧରେ ଅନସ୍ତା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ୮୬ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ।

ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ

ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ

ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ । ଚଳିତ ନିର୍ବାଚନ ପାଇଁ ୩୬୦ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୨ଜଣ ମେୟର ପ୍ରାର୍ଥୀ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ପୌର ନିର୍ବାଚନ ପ୍ରଚାରରେ ନାହିଁ କୋଭିଡ୍ କଟକଣା

ପୌର ନିର୍ବାଚନ ପ୍ରଚାରରେ ନାହିଁ କୋଭିଡ୍ କଟକଣା

ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି।

ଆଜିଠୁ ଜମିବ ପୌର ନିର୍ବାଚନ ପ୍ରଚାର

ଆଜିଠୁ ଜମିବ ପୌର ନିର୍ବାଚନ ପ୍ରଚାର

ପୌର ନିର୍ବାଚନ ପାଇଁ ସରିଛି ପ୍ରାର୍ଥିପତ୍ର ଦାଖଲ । ପୌରାଧ୍ୟକ୍ଷ, ମେୟର ପାଇଁ ୬୯୩, କାଉନ୍ ସିଲର ଏବଂ କର୍ପୋରେଟର ପାଇଁ ୬୪୫୯ ନାମାଙ୍କନ ଭରିଛନ୍ତି । ଶେଷ ଦିନରେ ସୋମବାର ୫୦୪୫ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କଲେ କିନ୍ନର ତନୁଶ୍ରୀ

ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କଲେ କିନ୍ନର ତନୁଶ୍ରୀ

କଟକ ମହାନଗର ନିଗମ ର୍ନିବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ପଞ୍ଚମ ଦିନ ହୋଇ ଥିବା ବେଳେ ପୂର୍ବର ଦିନମାନଙ୍କ ତୁଳନାରେ ଆଜି ବହୁ ସଂଖ୍ଯକ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୌର ନିର୍ବାଚନ ପାଇଁ ଆଜି ହୋଉଛି ନାମାଙ୍କନର ଶେଷ ଦିନ। ଆଜି ଶେଷ ଦିନରେ କଂଗ୍ରେସ ତା’ର ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବ୍ରହ୍ମପୁର ମେୟର ପଦବୀ ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି।

>