Loading...

ରାଜନୀତି

ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ୨ରୁ ନାମାଙ୍କନ, ୨୪ରେ ଭୋଟ

ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ୨ରୁ ନାମାଙ୍କନ, ୨୪ରେ ଭୋଟ

ସରିଲା ପଞ୍ଚାୟତ ନିର୍ବାଚନ , ଏବେ ପୌର ଭୋଟ । ଆଗାମୀ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଗାମୀ ପୌର ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନିର୍ବାଚନ କମିଶନର ।

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲା ପରିଷଦ ଜୋନର ହେବ ଭୋଟ ଗଣତି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତି ଉପରେ ସମସ୍ତଙ୍କ ନଜର ରହିଛି ।

କୋଟିଆରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ

କୋଟିଆରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ

ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଆସିବା ଆରମ୍ଭ ହୋଇଛି । କ‌ୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା ।

ଆରମ୍ଭ ହେଲା ଭୋଟ ଗଣତି

ଆରମ୍ଭ ହେଲା ଭୋଟ ଗଣତି

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି।

>