ପୌର ଭୋଟ ପାଇଁ ମହାନଗର ନିଗମର ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି
ପୌର ଭୋଟ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା ହୋଇଛି ।
Loading...
ପୌର ଭୋଟ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା ହୋଇଛି ।
ବୁଲେଟ୍ରେ ଭୋର୍ ୫ଟାରେ ଏଜି, ରାଜଭବନ ଓ କମିସନରେଟ୍ ପୁଲିସ ବିଲ୍ଡିଂ ଦେଇ ଯାଉଥିବାର ଦେଖିବାକୁ ମିଳୁଛି। ଫ୍ୟାନ୍ମାନେ ଏହି ଭିଡିଓକୁ ବେଶ୍ ପସନ୍ଦ କରିବା ସହିତ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି।
ଭାରତ ରିହାତି ଦରରେ ରୁଷୀୟ ତୈଳ ଖରିଦ କରିବା ଆମେରିକୀୟ କଟକଣାର ଉଲ୍ଲଂଘନ ନୁହେଁ , କିନ୍ତୁ ଏଭଳି ପଦକ୍ଷେପ ବିଶ୍ବର ବୃହତ୍ତମ ଗଣତନ୍ତ୍ରକୁ (ଭାରତ) ଇତିହାସର ଭୁଲ୍ ଭାବେ ଉପସ୍ଥାପନ କରିବ ବୋଲି ମଙ୍ଗଳବାର ଦିନ ଆମେରିକା କହିଛି।
କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି ।
ଆଜିଠୁ ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ । ଆରମ୍ଭ ହେବ ଆମ୍ ଆଦ୍ମୀ ପାର୍ଟିର ରାଜୁତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍ ନେତା ଭଗଓ୍ଵନ୍ତ ମାନ୍ । ତାଙ୍କ ସହ ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ।
ପୌର ନିର୍ବାଚନ ନେଇ ଗତକାଲି ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । କଟକ ସିଏମସି ପାଇଁ ସହରର ୫୯ ଟି ୱାର୍ଡରେ ୨୫୬ ଜଣ କର୍ପୋରେଟର ପ୍ରାର୍ଥୀ ଓ ୧୬ ଜଣ ମେୟର ପ୍ରାର୍ଥୀ ମାନଙ୍କ ନାମ ପ୍ରକାଶ ପାଇଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହେଲା ବିଜେଡି । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଶେଷ ହୋଇଛି ୩୧୪ ବ୍ଲକରେ ବ୍ଳକ ଅଧ୍ୟକ୍ଷ ନିର୍ବାଚନ । ବିଜେଡି ଦାବି କରିଛି ସେମାନଙ୍କ ସମର୍ଥିତ ନେତାଙ୍କ ଦଖଲରେ ୨୭୮ ବ୍ଲକ ଅର୍ଥାତ୍ ୮୯ ପ୍ରତିଶତ ବ୍ଳକ ରହିଛି । ବହୁ ବ୍ଲକରେ ବିଜେଡି ସମର୍ଥିତ ନେତାମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।