Loading...

ରାଜନୀତି

ପୌର ଭୋଟ ପାଇଁ ମହାନଗର ନିଗମର ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ପୌର ଭୋଟ ପାଇଁ ମହାନଗର ନିଗମର ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ପୌର ଭୋଟ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା ହୋଇଛି ।

ବୁଲେଟ୍‌ରେ ଭୋର୍‌ ରାଜଧାନୀର ମଜା ନେଲେ କପିଲ ଶର୍ମା

ବୁଲେଟ୍‌ରେ ଭୋର୍‌ ରାଜଧାନୀର ମଜା ନେଲେ କପିଲ ଶର୍ମା

ବୁଲେଟ୍‌ରେ ଭୋର୍‌ ୫ଟାରେ ଏଜି, ରାଜଭବନ ଓ କମିସନରେଟ୍‌ ପୁଲିସ ବିଲ୍ଡିଂ ଦେଇ ଯାଉଥିବାର ଦେଖିବାକୁ ମିଳୁଛି। ଫ୍ୟାନ୍‌ମାନେ ଏହି ଭିଡିଓକୁ ବେଶ୍‌ ପସନ୍ଦ କରିବା ସହିତ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି।

ଋଷଠାରୁ ତୈଳ ନକିଣିବାକୁ ଭାରତକୁ ପରାମର୍ଶ ଦେଲା ଆମେରିକା

ଋଷଠାରୁ ତୈଳ ନକିଣିବାକୁ ଭାରତକୁ ପରାମର୍ଶ ଦେଲା ଆମେରିକା

ଭାରତ ରିହାତି ଦରରେ ରୁଷୀୟ ତୈଳ ଖରିଦ କରିବା ଆମେରିକୀୟ କଟକଣାର ଉଲ୍ଲଂଘନ ନୁହେଁ , କିନ୍ତୁ ଏଭଳି ପଦକ୍ଷେପ ବିଶ୍ବର ବୃହତ୍ତମ ଗଣତନ୍ତ୍ରକୁ (ଭାରତ) ଇତିହାସର ଭୁଲ୍‌ ଭାବେ ଉପସ୍ଥାପନ କରିବ ବୋଲି ମଙ୍ଗଳବାର ଦିନ ଆମେରିକା କହିଛି।

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ  ନବଜୋତ ସିଂ ସିଦ୍ଧୁ

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି ।

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ଵନ୍ତ ମାନ୍‌

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ଵନ୍ତ ମାନ୍‌

ଆଜିଠୁ ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ । ଆରମ୍ଭ ହେବ ଆମ୍‌ ଆଦ୍‌ମୀ ପାର୍ଟିର ରାଜୁତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍‌ ନେତା ଭଗଓ୍ଵନ୍ତ ମାନ୍‌ । ତାଙ୍କ ସହ ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ।

ପୌର ନିର୍ବାଚନ: ମଇଦାନରେ ୬୪୧୧ ପ୍ରାର୍ଥୀ, ଆଜିଠୁ ପ୍ରଚାର

ପୌର ନିର୍ବାଚନ: ମଇଦାନରେ ୬୪୧୧ ପ୍ରାର୍ଥୀ, ଆଜିଠୁ ପ୍ରଚାର

ପୌର ନିର୍ବାଚନ ନେଇ ଗତକାଲି ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । କଟକ ସିଏମସି ପାଇଁ ସହରର ୫୯ ଟି ୱାର୍ଡରେ ୨୫୬ ଜଣ କର୍ପୋରେଟର ପ୍ରାର୍ଥୀ ଓ ୧୬ ଜଣ ମେୟର ପ୍ରାର୍ଥୀ ମାନଙ୍କ ନାମ ପ୍ରକାଶ ପାଇଛି ।

୩୦ ଜିଲ୍ଲା ପରିଷଦ ଦଖଲ କଲା ବିଜେଡି

୩୦ ଜିଲ୍ଲା ପରିଷଦ ଦଖଲ କଲା ବିଜେଡି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହେଲା ବିଜେଡି । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ : ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ

ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ : ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ

ଶେଷ ହୋଇଛି ୩୧୪ ବ୍ଲକରେ ବ୍ଳକ ଅଧ୍ୟକ୍ଷ ନିର୍ବାଚନ । ବିଜେଡି ଦାବି କରିଛି ସେମାନଙ୍କ ସମର୍ଥିତ ନେତାଙ୍କ ଦଖଲରେ ୨୭୮ ବ୍ଲକ ଅର୍ଥାତ୍ ୮୯ ପ୍ରତିଶତ ବ୍ଳକ ରହିଛି । ବହୁ ବ୍ଲକରେ ବିଜେଡି ସମର୍ଥିତ ନେତାମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

>