ସରିଲା ନାଏବ ସରପଞ୍ଚ ଚୟନ: ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ
ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ ।
Loading...
ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ ।
ଜାତୀୟ ଦଳରେ ପରିଣତ ହେବାର ମାନଦଣ୍ଡ ହେଲା ଗୋଟିଏ ଦଳ କୌଣସି ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଚାରିଟି କିମ୍ବା ଚାରିଟିରୁ ଅଧିକ ରାଜ୍ୟରେ ବୈଧ ଭୋଟର ଅତିକମ୍ରେ ୬ ପ୍ରତିଶତ ଆବଶ୍ୟକ। ଗତ ନିର୍ବାଚନରେ ଦିଲ୍ଲୀରେ ଆପ୍କୁ ୫୪ ପ୍ରତିଶତ ଭୋଟ୍ ମିଳିଥିଲା। ଚଳିତ ନିର୍ବାଚନରେ ଏହି ଦଳ ପଞ୍ଜାବରେ ୪୨ ପ୍ରତିଶତ, ଗୋଆରେ ୬.୭୭ ପ୍ରତିଶତ, ଉତ୍ତରାଖଣ୍ଡରେ ୩.୪ ପ୍ରତିଶତ ଏବଂ ଉତ୍ତର ପ୍ରଦେଶରେ ୦.୩ ପ୍ରତିଶତ ଭୋଟ୍ ପାଇଛି।
୨୦୨୨ ବିଧାନସଭା ନିର୍ବାଚନରେ ଆପ୍ ବିପୁଳ ବିଜୟ ହାସଲ କରିବା ପରେ ଭଗୱନ୍ତ ସିଂହ ମାନ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆମ୍ ଆଦ୍ମୀ ପାର୍ଟି (ଆପ୍) ସାଂସଦ ଥିବା ଭଗୱନ୍ତଙ୍କୁ ଦଳ ପକ୍ଷରୁ ଗତ ଜାନୁଆରିରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇ ଥିଲା।
ନିର୍ବାଚନ ଦିନ ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କରାଯିବ।
ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୭୦୫୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ଥିବାବେଳେ ୧୦୦ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି।
ପୁଣି ଦେଶରେ ଟପ୍ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କଚ୍ ମାଗାଜିନ ତରଫରୁ ପ୍ରସ୍ତୁତ ହୋଇଥିବା ଗୁଡ ଗଭର୍ନାନ୍ସ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟପ୍-୩ ରାଙ୍କ ମଧ୍ୟରେ ଦେଖିବାକୂ ମିଳିଛି।
ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଇମ୍ରାନଙ୍କ ବିରୋଧରେ ଅନସ୍ତା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ୮୬ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ।
ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ । ଚଳିତ ନିର୍ବାଚନ ପାଇଁ ୩୬୦ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୨ଜଣ ମେୟର ପ୍ରାର୍ଥୀ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି।