Loading...

ରାଜନୀତି

ଓଡିଶାର ନୂଆ ରାଜ୍ୟପାଳ ହେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସ

ଓଡିଶାର ନୂଆ ରାଜ୍ୟପାଳ ହେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସ

୨୦୧୮ ମେ’ ୨୫ରେ ଓଡ଼ିଶାର ୨୫ତମ ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତ ହୋଇଥିଲେ। ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତି ପାଇବାର ୪ ଦିନ ପରେ ଅର୍ଥାତ୍‌ ମେ’ ୨୯ରେ ତତ୍‌କାଳୀନ ଓଡ଼ିଶାର ଭାରପ୍ରାପ୍ତ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ।

ଆସୁଛି ନିର୍ବାଚନ, ଭୋଟର ତାଲିକା ସଂଶୋଧନ ପାଇଁ ତତ୍ପରତା

ଆସୁଛି ନିର୍ବାଚନ, ଭୋଟର ତାଲିକା ସଂଶୋଧନ ପାଇଁ ତତ୍ପରତା

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪ ଚଳିତ ମାସ ୨୭ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ୨୮ ତାରିଖରେ ‘ପଥ ଉତ୍ସବ’ ଅନୁଷ୍ଠିତ ହେବ ।

ପରଲୋକରେ ପିପିଲିର ଟାଣୁଆ ନେତା ଯୁଧିଷ୍ଠିର ସାମନ୍ତରାୟ (କେଦାର ଦଳେଇ)

ପରଲୋକରେ ପିପିଲିର ଟାଣୁଆ ନେତା ଯୁଧିଷ୍ଠିର ସାମନ୍ତରାୟ (କେଦାର ଦଳେଇ)

ପୁରୀ ଜିଲ୍ଲା ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମହୁଆ ମୋଇତ୍ରା ଓ  ଶଶି ଥରୁରଙ୍କ ବ୍ୟକ୍ତିଗତ ଫୋଟୋ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମହୁଆ ମୋଇତ୍ରା ଓ ଶଶି ଥରୁରଙ୍କ ବ୍ୟକ୍ତିଗତ ଫୋଟୋ

ନିଜ ତୀକ୍ଷ୍ଣ ପ୍ରଶ୍ନବାଣରେ ସରକାର ଓ ଶାସକ ଦଳକୁ ସଂସଦରେ ଘାଇଲା କରୁଥିବା ତୃଣମୂଳ କଂଗ୍ରେସର ଫାଏରବ୍ରାଣ୍ଡ ନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରା ଏବେ ଭିନ୍ନ କାରଣରୁ ମସାଲୋଚନା ଓ କଟାକ୍ଷର ପରିଧି ଭିତରକୁ ଆସିଛନ୍ତି ।

୨୦୨୪ ନିର୍ବାଚନ ଲଢ଼ିବେନି ରାଜନୀତିର ଟାଣୁଆ ନେତା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର

୨୦୨୪ ନିର୍ବାଚନ ଲଢ଼ିବେନି ରାଜନୀତିର ଟାଣୁଆ ନେତା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର

ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମାଇଣ୍ଡଫ୍ରେସ୍ କରିବାକୁ ଭୁବନେଶ୍ୱର ଡାକୁଛନ୍ତି ବିଧାୟକ ସମୀର ଦାଶ

ମାଇଣ୍ଡଫ୍ରେସ୍ କରିବାକୁ ଭୁବନେଶ୍ୱର ଡାକୁଛନ୍ତି ବିଧାୟକ ସମୀର ଦାଶ

ନିଜର ମାଇଣ୍ଡଫ୍ରେସ୍ କରିବାକୁ ଭୁବନେଶ୍ୱର ଡାକୁଥିଲେ । ମାଇଣ୍ଡଫ୍ରେସ କରିବାକୁ ଦାମୀ ମୋବାଇଲ ଫୋନର ଲୋଭ ମଧ୍ୟ ଦେଖାଉଛନ୍ତି ବିଜେଡ଼ି ବିଧାୟକ। ତେବେ ସମୀର ଦାସଙ୍କ ପାଇଁ ଏପରି ଅଭିଯୋଗ ନୂଆ ନୁହେ॥

ବାଜିଲା ନିର୍ବାଚନୀ ବିଗୁଲ୍: ଜାଣନ୍ତୁ କେବେ ହେବ ଭୋଟ ଓ ଗଣତି

ବାଜିଲା ନିର୍ବାଚନୀ ବିଗୁଲ୍: ଜାଣନ୍ତୁ କେବେ ହେବ ଭୋଟ ଓ ଗଣତି

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ହୋଇଛି ତାରିଖ ଘୋଷଣା । ନଭେମ୍ବର ୭ରୁ ୩୦ ମଧ୍ୟରେ ଉପରୋକ୍ତ ୫ ରାଜ୍ୟରେ ଭୋଟ୍‌ ଗ୍ରହଣ ହେବ।

>