Loading...

ରାଜନୀତି

ବିଏମ୍‌ସି ମେୟର ପଦ ପାଇଁ କଳିଙ୍ଗସେନା ପକ୍ଷରୁ ପ୍ରତିଦ୍ୱନ୍ଦ୍ବିତା କରିବେ ଆଇନ ଛାତ୍ରୀ ସ୍ମିତା ମିଶ୍ର

ବିଏମ୍‌ସି ମେୟର ପଦ ପାଇଁ କଳିଙ୍ଗସେନା ପକ୍ଷରୁ ପ୍ରତିଦ୍ୱନ୍ଦ୍ବିତା କରିବେ ଆଇନ ଛାତ୍ରୀ ସ୍ମିତା ମିଶ୍ର

ବିଏମ୍‌ସି ମେୟର ପଦ ପାଇଁ କଳିଙ୍ଗସେନା ପକ୍ଷରୁ ପ୍ରତିଦ୍ୱନ୍ଦ୍ବିତା କରିବେ ଆଇନ ଛାତ୍ରୀ ସ୍ମିତା ମିଶ୍ର। ଆଜି ସାମ୍ବାଦିକ ସମ୍ମିଳନୀରେ ସେନା ସୁପ୍ରିମୋ ହେମନ୍ତ ରଥ ଏହି ସୂଚନା ଦେଇଛନ୍ତି।

ଆଜି  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ। ଟଲ୍‌ମ୍ୟାନଙ୍କୁ ମନେପକାଉଛି ସାରା ଓଡ଼ିଶା । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ।

ଭୁବନେଶ୍ୱର ମେୟର ପ୍ରାର୍ଥୀ: ରେସରେ ସୁସ୍ମିତା ବାଗଚୀ, ଇତି ସାମନ୍ତ ଓ ସୌମ୍ୟଙ୍କ ଝିଅ ତାନ୍ୟା

ଭୁବନେଶ୍ୱର ମେୟର ପ୍ରାର୍ଥୀ: ରେସରେ ସୁସ୍ମିତା ବାଗଚୀ, ଇତି ସାମନ୍ତ ଓ ସୌମ୍ୟଙ୍କ ଝିଅ ତାନ୍ୟା

ଶାସକ ବିଜେଡିରେ ଯେଉଁ ସମ୍ଭାବ୍ୟ ନାଁ ଚର୍ଚ୍ଚାକୁ ଆସୁଛି ସେଥିରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ଇତି ସାମନ୍ତଙ୍କ ନାଁ ଆଗରେ ରହିଥିବା ବେଳେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ଝିଅ ତାନ୍ୟା ପଟ୍ଟନାୟକଙ୍କ ନାଁ ମଧ୍ୟ ଏହି ରେସରେ ସାମିଲ ହୋଇଥିବା ଜଣାପଡ଼ିଛି ।

ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ୨ରୁ ନାମାଙ୍କନ, ୨୪ରେ ଭୋଟ

ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ୨ରୁ ନାମାଙ୍କନ, ୨୪ରେ ଭୋଟ

ସରିଲା ପଞ୍ଚାୟତ ନିର୍ବାଚନ , ଏବେ ପୌର ଭୋଟ । ଆଗାମୀ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଗାମୀ ପୌର ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନିର୍ବାଚନ କମିଶନର ।

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲା ପରିଷଦ ଜୋନର ହେବ ଭୋଟ ଗଣତି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତି ଉପରେ ସମସ୍ତଙ୍କ ନଜର ରହିଛି ।

>