ନ୍ୟୁଜିଲାଣ୍ଡ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ କ୍ରିସ୍ ହିପ୍କିନ୍ସ୍
ସାଢ଼େ ୫ ବର୍ଷ କ୍ଷମତାରେ ରହିବା ପରେ ନ୍ୟୁଜିଲାଣ୍ଡ୍ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ୍ ଇସ୍ତଫା ଦେବେ ବୋଲି ଗୁରୁବାର ଦିନ ହଠାତ୍ ଘୋଷଣା କରିଥିଲେ। ସେ କହିଥିଲେ, ମୁଁ ଜଣେ ମଣିଷ। ଦେଶ ଚଳାଇବାକୁ ତାଙ୍କର ଆଉ ବଳ ନାହିଁ। ସେ ଇସ୍ତଫା ଦେବେ।