Loading...

ରାଜନୀତି

ଶ୍ରଦ୍ଧା କିଏର ଉତ୍ତର ଦେଲେ ନବୀନ, ଉତ୍ତରରେ ସନ୍ତୁଷ୍ଟ କଂଗ୍ରେସ

ଶ୍ରଦ୍ଧା କିଏର ଉତ୍ତର ଦେଲେ ନବୀନ, ଉତ୍ତରରେ ସନ୍ତୁଷ୍ଟ କଂଗ୍ରେସ

"କାହା ସହିତ କିଏ ଗଲା ତାହା ବ୍ୟକ୍ତିଗତ କଥା । ମୁଖ୍ୟମନ୍ତ୍ରୀଙ୍କୁ ବୟସ ହେଲାଣି । ତାଙ୍କୁ ଥେରାପି ଦେବାକୁ ଥେରାପିଷ୍ଟ ଯାଇଥିଲେ । ତାଙ୍କୁ ଆକ୍ଷେପ କରି ଆଲୋଚନାକୁ ନିଆଗଲା ।

ବହୁଚର୍ଚ୍ଚିତ ଲଖିମପୁରୀ ଖେରି ମାମଲାକୁ ବର୍ଷେ, କଳାଦିବସ ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା

ବହୁଚର୍ଚ୍ଚିତ ଲଖିମପୁରୀ ଖେରି ମାମଲାକୁ ବର୍ଷେ, କଳାଦିବସ ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା

୨୦୨୧ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଲଖିମପୁରୀ ଖେରିରେ ବିବାଦୀୟ ଚାଷୀ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁଭି ଧକ୍କାରେ ୮ଜଣ କୃଷକଙ୍କ ପ୍ରାଣହାନି ଘଟିଥିଲା ।

ସାରିଲା ୨୦୦୦ ନୋଟ୍ ବଦଳ ଅବଧି, ଆଉ ଏକ ମାସ ବଢିପାରେ ବଦଳି ଅବଧି

ସାରିଲା ୨୦୦୦ ନୋଟ୍ ବଦଳ ଅବଧି, ଆଉ ଏକ ମାସ ବଢିପାରେ ବଦଳି ଅବଧି

ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।

ମେନକା ଗାନ୍ଧୀଙ୍କ ଉପରେ ଭାରି ପଡିଲା ଇସ୍କନ ବିରୋଧୀ ମନ୍ତବ୍ୟ

ମେନକା ଗାନ୍ଧୀଙ୍କ ଉପରେ ଭାରି ପଡିଲା ଇସ୍କନ ବିରୋଧୀ ମନ୍ତବ୍ୟ

ଇସ୍କନ୍‌ ପକ୍ଷରୁ ମେନକାଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରାଯାଇଛି। ଉକ୍ତ ଅନୁଷ୍ଠାନ ଏବେ ବିଜେପି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କେଜ୍ରିୱାଲଙ୍କ ଘର ନବୀକରଣ ଅନିୟମିତତା ଘଟଣାର ତଦନ୍ତ କରିବ ସିବିଆଇ

କେଜ୍ରିୱାଲଙ୍କ ଘର ନବୀକରଣ ଅନିୟମିତତା ଘଟଣାର ତଦନ୍ତ କରିବ ସିବିଆଇ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ।

>