Loading...

ପ୍ରଥମେ ରାସ୍ତା ଠିକ କରନ୍ତୁ ପରେ ସିଟ୍ ବେଲ୍ଟ ବାଧ୍ୟତାମୂଳକ କରିବେ

ପ୍ରଥମେ ରାସ୍ତା ଠିକ କରନ୍ତୁ ପରେ ସିଟ୍ ବେଲ୍ଟ ବାଧ୍ୟତାମୂଳକ କରିବେ

ଦିନକୁ ଦିନ ସଡ଼କ ସୁରକ୍ଷା ବଢ଼ିବାରେ ଲାଗିଛି। ଯାହାକୁ ନେଇ ସରକାର ମଧ୍ୟ ନୂଆ ଓ କଡ଼ା ନିୟମ ଜାରି କରୁଛନ୍ତି। ତେବେ TATA ର ପୂର୍ବତନ CEO ସାଇରସ୍ ମିସ୍ତ୍ରୀଙ୍କ କାର ଦୁର୍ଘଟଣା ପରେ ସରକାର ସିଟ୍ ବେଲ୍ଟକୁ ନେଇ ସୁରକ୍ଷା କଡ଼ା କରିଥିଲେ।

ଦିନକୁ ଦିନ ସଡ଼କ ସୁରକ୍ଷା ବଢ଼ିବାରେ ଲାଗିଛି। ଯାହାକୁ ନେଇ ସରକାର ମଧ୍ୟ ନୂଆ ଓ କଡ଼ା ନିୟମ ଜାରି କରୁଛନ୍ତି। ତେବେ TATA ର ପୂର୍ବତନ CEO ସାଇରସ୍ ମିସ୍ତ୍ରୀଙ୍କ କାର ଦୁର୍ଘଟଣା ପରେ ସରକାର ସିଟ୍ ବେଲ୍ଟକୁ ନେଇ ସୁରକ୍ଷା କଡ଼ା କରିଥିଲେ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଥିଲେ ଗାଡ଼ିର ପଛ ସିଟରେ ବସିବା ପରେ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ଏହା ସ୍ପଷ୍ଟ ଯେ ପଛ ସିଟରେ ବସିଥିବା ଲୋକଙ୍କୁ ମଧ୍ୟ ସିଲ୍ଟ ବେଲ୍ଟ ପିନ୍ଧିବାକୁ ପଡିବ କିମ୍ବା ନଚେତ୍ ଚାଲାଣ କଟାଯିବ। ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ବାହାରକୁ ଆସୁଛି। ତେବେ ପୂଜା ଭଟ୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରି ଟ୍ୱିଟ୍ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଟ୍ ବେଲ୍ଟ ନିୟମ ଉପରେ ପୂଜା ଭଟ୍ଟ ପ୍ରଶ୍ନ କରି କହିଛନ୍ତି ସବୁ ନିୟମ ଠିକ୍ କିନ୍ତୁ ଭାଙ୍ଗି ଯାଇଥିବା ରାସ୍ତା କେବେ ସଜଡ଼ା ହେବ। ଯାହା ପାଇଁ ଅନେକ ଲୋକ ଅସୁବିଧାର ସାମ୍ନା କରୁଛନ୍ତି। ତେଣୁ ପ୍ରଥମେ ଆପଣ ରାସ୍ତା ଠିକ୍ କରନ୍ତୁ ପରେ ସବୁ ନିୟମ ଲାଗୁ କରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.