Loading...

ପ୍ରକୃତିର କରାଳ ରୂପ କାଳବୈଶାଖୀ, ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ

ପ୍ରକୃତିର କରାଳ ରୂପ କାଳବୈଶାଖୀ, ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ

ପ୍ରକୃତିର କରାଳ ରୂପ କାଳବୈଶାଖୀ। ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କାଳବୈଶାଖୀର ଉଗ୍ର ରୂପ ଦେଖାଇବାରେ ଲାଗିଛି

ପ୍ରକୃତିର କରାଳ ରୂପ କାଳବୈଶାଖୀ। ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କାଳବୈଶାଖୀର ଉଗ୍ର ରୂପ ଦେଖାଇବାରେ ଲାଗିଛି। କାଳବୈାଖୀ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ହୋଇପାରେ । କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯିବା ସହ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି ।ବାଲେଶ୍ବର, ଭଦ୍ରକଠାରୁ ଆରମ୍ଭ କରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। 

ସୂଚନାନୁସରେ, କାଳବୈଶାଖୀ ହେବା ଫଳରେ ରାଜ୍ୟରେ କିଛି ଦିନ ହେବ ତାତିରେ ବ୍ରେକ୍‌ ଲାଗିଛି। ଗତକାଲି କିଛି ଜିଲ୍ଲାରେ ପବନ ଘଡଘଡି ସହ ବର୍ଷା ହୋଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.