• Home
  • Bollywood
  • ଆଜି ପରଦାକୁ ଆସୁଛି ସନ୍ନି ଦେଓଲ ଓ ବବି ଦେଓଲଙ୍କ ଅଭିନୀତ ସିନେମା “ପୋଷ୍ଟର ବଏଜ୍”
Bollywood

ଆଜି ପରଦାକୁ ଆସୁଛି ସନ୍ନି ଦେଓଲ ଓ ବବି ଦେଓଲଙ୍କ ଅଭିନୀତ ସିନେମା “ପୋଷ୍ଟର ବଏଜ୍”

ଆଜି ପରଦାକୁ ଆସୁଛି ସନ୍ନି ଦେଓଲ ଓ ବବି ଦେଓଲଙ୍କ ଅଭିନୀତ ସିନେମା “ପୋଷ୍ଟର ବଏଜ୍” । ଏଥିରେ ପ୍ରମୁଖ ଭୂମିକାରେ ରହିଛନ୍ତି ସନ୍ନି ଦେଓଲ, ବବି ଦେଓଲ, ଶେୟସ ତଲପଡ଼େ, ସୋନାଲି କୁଲକର୍ଣ୍ଣୀ, ଏଲି ଅଭରାମ, ଭାରତୀ ଆଚରେକର ଓ ସମୀକ୍ଷା ଭଟ୍ଟନାଗର ପ୍ରମୁଖ।

ଶେୟସ ତଲପଡ଼େ ଏହାର ନିର୍ଦେଶନା ଦେଇଛନ୍ତି। ୩ଜଣ କୁଲି ପୁରୁଷ ବନ୍ଧ୍ୟାକରଣ ପୋଷ୍ଟରରେ ଫଟୋ ଛପାଯିବା ଉପରେ ଏହାର କାହାଣୀ ଆଧାରିତ । ଏହା ଭୁବନେଶ୍ଵର ମହାରାଜା ସହିତ ବହୁ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି।

ସୋନି ପିକଚର୍ସ ନେଟୱର୍କ ପ୍ରଡକ୍ସନସ, ସନ୍ନି ସାଉଣ୍ଡସ ପ୍ରାଇଭେଟ ଲିମିଟେଡ ଏବୋଂ ଆଫ୍ଲୁଏନ୍କେ ମୁଭିଯ ପ୍ରାଇଭେଟ ଲିମିଟେଡ ଦ୍ଵାରା ପ୍ରସ୍ତୁତ  ସିନେମା ପୋଷ୍ଟର ବଏଜ୍।

ବହୁତ ଦିନର ବ୍ୟବଧାନ ପରେ ଦେଓଲ ଭାଇଙ୍କ ଏହି ସିନେମାଟି ପରଦା ଉପରକୁ ଆସୁଛି । ଦେଖାଯାଉ କେତେ ସଫଳତା ମିଳୁଛି ।

ଆଜି ପରଦାକୁ ଆସୁଛି ସନ୍ନି ଦେଓଲ ଓ ବବି ଦେଓଲଙ୍କ ଅଭିନୀତ ସିନେମା "ପୋଷ୍ଟର ବଏଜ୍"  ଆଜି ପରଦାକୁ ଆସୁଛି ସନ୍ନି ଦେଓଲ ଓ ବବି ଦେଓଲଙ୍କ ଅଭିନୀତ ସିନେମା “ପୋଷ୍ଟର ବଏଜ୍”

ପଢନ୍ତୁ ମୁଁ ଖାଣ୍ଟି ଓଡିଆ ଝିଅ ଓ ଭୈରବ ସିନେମା ବିଷୟରେ

Related posts

ବିବାହ ସିନେମା ର ଛୋଟ ଝିଅ ଅମୃତା ପ୍ରକାଶ, ଏବେ କେମିତି ଦିଶୁଛନ୍ତି ଆସନ୍ତୁ ଜାଣିବା

Krishna Kumar Manoj

TV Actress Reem Sheikh Ready To Play Malala Yousafzai In A Biopic “Gul Makai”

Krishna Kumar Manoj

Alia Bhatt And Vicky Kaushal Will Be Coming Together In “Raazi”

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More