EnewsOdia.Com

୮,୯ ତାରିଖରେ ରାଜ୍ୟର ଏହି ସ୍ଥାନରେ କଟିବ ବିଦ୍ୟୁତ

ଆସନ୍ତା ଦୁଇ ଦିନ ୮ ଓ ୯ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହେବାନେଇ ସୂଚନା ଦେଇଛି ସେସୁ । ୮ତାରିଖରେ ଭୁବନେଶ୍ୱରର ବିଜେବି ନଗର, ଲୁଇସ୍‌ ରୋଡ୍‌, ବିବେକାନନ୍ଦ ମାର୍ଗ, ରବି ଟକିଜ୍‌, କୋଟିତୀର୍ଥ ଲେନ୍‌, ଲିଙ୍ଗରାଜ ମନ୍ଦିର ଅଞ୍ଚଳ, ସରଦେଇପୁର, ସିଫା, ଲକ୍ଷ୍ମୀନାରାୟଣପୁର, ଗୁଡ଼ିଆପୋଖରୀ, ଶିଉଳା, ନବାଟିଆ, ପାଟ୍ଟଶାଣୀପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା, ଲକ୍ଷ୍ମୀସାଗର, ମୁସ୍‌ଲିମ ସାହି, ଫୁଲନଖରାରେ ସକାଳ ୯ଟାରୁ ଅପରାହ୍ନ୩ଟା, କଟକ ଗ୍ରାମାଞ୍ଚଳର ଆଠଗଡ଼ ଟାଉନ୍‌, କନ୍ତୋଲରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, ନଖରା, ସାଳଗାଁ ରେଳ ଷ୍ଟେସନ୍‌ ଅଞ୍ଚଳରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା, ଡିମିରି, ଇରଞ୍ଚରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା, ଢେଙ୍କାନାଳର ଭୁବନ, କାମାକ୍ଷାନଗର, ମଠକରଗୋଳା, ହିନ୍ଦୋଳ ରୋଡ୍‌ରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ।

 

ସେହିପରି ୯ତାରିଖ ଦିନ ଭୁବନେଶ୍ୱର ସହରାଞ୍ଚଳର ନୂଆପଲ୍ଲୀ, ବେହେରାସାହି, କଳିଙ୍ଗ ଷ୍ଟାଡିୟମ୍‌, ସିଆର୍‌ପି ଛକରେ ସକାଳ ୯ଟାରୁ ଅପରାହ୍ନ ୧ଟା, କଟକ ସହରାଞ୍ଚଳର ପୋରଡ଼ା, ମହାନଦୀ ବିହାର, ଗଣ୍ଡରପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା, କଟକ ଗ୍ରାମାଞ୍ଚଳର ନିଆଳି, ବଡ଼ମ୍ବାରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା, ଢେଙ୍କାନାଳର ଢେଙ୍କାନାଳ ଟାଉନ, ଜୋରନ୍ଦା, ସପ୍ତଶଯ୍ୟା, ଗୋବିନ୍ଦପୁର, ଦେଉଳସାହିରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ।

ପଢନ୍ତୁ: ଶ୍ରୀମନ୍ଦିର, ଲିଙ୍ଗରାଜ ପରେ ଏବେ କୋଣାର୍କ ପାଳି

ସମ୍ବନ୍ଧିତ ଖବର

୫ ମାସରେ ୩୮ କୋଟିରୁ ଅଧିକ ଜୋରିମାନା ଆଦାୟ

Ratnamani Maharana

ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର

Ratnamani Maharana

ଆଜି ଓଡିଶା ସଂଗୀତ ଜଗତର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ

Ratnamani Maharana

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମିଳିଲା ନାରୀ ଶକ୍ତି ପୁରସ୍କାର

Ratnamani Maharana

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

Ratnamani Maharana

ଜାପାନ ପାଳିଲା ‘ଉଲଗ୍ନ ଉତ୍ସବ’

Ratnamani Maharana