Loading...

ଅସହ୍ୟ ଖରାରେ ବେଡି ଉପରେ କୋରଡା ମାଡ ପରି ଅଘୋଷିତ ବିଦ୍ୟୁତ କାଟ କରୁଛି ବିଜୁଳି ବିଭାଗ

ଅସହ୍ୟ ଖରାରେ ବେଡି ଉପରେ କୋରଡା ମାଡ ପରି ଅଘୋଷିତ ବିଦ୍ୟୁତ କାଟ କରୁଛି ବିଜୁଳି ବିଭାଗ

ଅସହ୍ୟ ଖରାରେ ବେଡି ଉପରେ କୋରଡା ମାଡ ପରି ଅଘୋଷିତ ବିଦ୍ୟୁତ କାଟ କରୁଛି ବିଜୁଳି ବିଭାଗ। ଦେଶରେ ୮୫ ପ୍ରତିଶତ ଲୋକ ପ୍ରତିଦିନ ବିଦ୍ୟୁତ୍‌ କାଟର ସାମ୍ନା କରୁଛନ୍ତି।

ଅସହ୍ୟ ଖରାରେ ବେଡି ଉପରେ କୋରଡା ମାଡ ପରି ଅଘୋଷିତ ବିଦ୍ୟୁତ କାଟ କରୁଛି ବିଜୁଳି ବିଭାଗ। ଦେଶରେ ୮୫ ପ୍ରତିଶତ ଲୋକ ପ୍ରତିଦିନ ବିଦ୍ୟୁତ୍‌ କାଟର ସାମ୍ନା କରୁଛନ୍ତି। ଦିନକୁ ଥରେ ଏବଂ ଏକାଧିକ ଥର ସେମାନଙ୍କ ଘରେ ବିଜୁଳି କଟୁଛି। ଜେନେରେଟର କିମ୍ବା ଇନଭର୍ଟର ନଥିବାରୁ ବିଦ୍ୟୁତ୍‌ କାଟ୍‌ ହେଲେ ଲୋକଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି।ଖୋଦ ରାଜଧାନୀ ଭୁବନେଶ୍ବରରେ ବାରମ୍ବାର ହେଉଛି ପାୱାରକଟ୍ ।କାହିଁକି ଏଭଳି ବାରମ୍ବାର ବିଦ୍ୟୁତ କାଟ୍ ହେଉଛି ସେନେଇ ଲୋକେ ଅସନ୍ତୋଷ ଜାହିର କରିଛନ୍ତି ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.