୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ମିଡିଆ ରିପୋର୍ଟ ଅନୁଯାୟୀ, କିଛି ଓ୍ଵେବସାଇଟ୍ ସହିତ ରୋଟେଣ୍ଟରେ ରାଧେ ଶ୍ୟାମ୍ ଲିକ୍ ହୋଇଛି। କୁହାଯାଉଛି ଫିଲ୍ମ ଏଚଡି ଭର୍ସନରେ ଲିକ୍ ହୋଇଛି। ଯଦି ଏହା ସତ ହୋଇଥାଏ ତେବେ ଫିଲ୍ମର ବ୍ୟବସାୟରେ ବହୁତ କ୍ଷତି ଘଟିପାରେ। ଫିଲ୍ମ ଲିକ୍ ହେବା କାରଣରୁ ବକ୍ସ ଅଫିସରେ ଏହାର ଖରାପ ପ୍ରଭାବ ପଡିବ। ନିର୍ମାତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ।
‘ବାହୁବଳୀ’ ଫେମ ଆକ୍ଟର ପ୍ରଭାସ ଏବଂ ପୂଜା ହେଗଡେଙ୍କ ଅଭିନୀତ ଫିଲ୍ମ ରାଧେ ଶ୍ୟାମ ଶୁକ୍ରବାର ରିଲିଜ୍ ହୋଇଛି। ଦର୍ଶକ ଏବଂ ସିନେ ସମୀକ୍ଷକଙ୍କଠୁ ସିନେମାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦର୍ଶକ ଫିଲ୍ମକୁ ବେଶ୍ ପସନ୍ଦ କରୁଥିବା ବେଳେ ଅନ୍ୟପଟେ ସିନେ ସମୀକ୍ଷକ ଫିଲ୍ମ ସେତେଟା ଖାସ୍ ନୁହେଁ ବୋଲି କହିଛନ୍ତି। ଏହା ମଧ୍ୟରେ ନିର୍ମାତାଙ୍କ ପାଇଁ ଆସିଛି ନିରାଶଜନକ ଖବର। ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେ ଶ୍ୟାମ୍ ରିଲିଜ୍ ହସ ଅନଲାଇନ୍ରେ ଲିକ୍ ହୋଇ ଯାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, କିଛି ଓ୍ଵେବସାଇଟ୍ ସହିତ ରୋଟେଣ୍ଟରେ ରାଧେ ଶ୍ୟାମ୍ ଲିକ୍ ହୋଇଛି। କୁହାଯାଉଛି ଫିଲ୍ମ ଏଚଡି ଭର୍ସନରେ ଲିକ୍ ହୋଇଛି। ଯଦି ଏହା ସତ ହୋଇଥାଏ ତେବେ ଫିଲ୍ମର ବ୍ୟବସାୟରେ ବହୁତ କ୍ଷତି ଘଟିପାରେ। ଫିଲ୍ମ ଲିକ୍ ହେବା କାରଣରୁ ବକ୍ସ ଅଫିସରେ ଏହାର ଖରାପ ପ୍ରଭାବ ପଡିବ। ନିର୍ମାତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।