Entertainment

ବିବାହ ପାଇଁ ଗ୍ରୀନ୍ ସିଗନାଲ୍ ଦେଲେ ପ୍ରଭାସ,ଜାଣନ୍ତୁ କିଏ ହେବେ ତାଙ୍କ ପତ୍ନୀ

prabhas

ପ୍ରତିବର୍ଷ ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର ବାହୁବଲୀ ପ୍ରଭାସଙ୍କ ବିବାହକୁ ନେଇ ବହୁତ ଗୁଜୁବ ସୃଷ୍ଟି ହୁଏ। କିନ୍ତୁ ଏବେ ମିଳୁଥିବା ସୂଚନା ଅନୁସାରେ , ଆସନ୍ତା ବର୍ଷ ୨୦୧୯ରେ ପ୍ରଭାସ ବିବାହ କରିବାକୁ ଗ୍ରୀନ୍ ସିଗନାଲ୍ ଦେଇସାରିଛନ୍ତି।

prabhas

ବାହୁବଲୀର ସୁଟିଂ ପରେ ପରେ ପ୍ରଭାସ ବିବାହ କରିବା ପାଇଁ ରାଜି ହେବା ସହ ଘରେ ମଧ୍ୟ ଜଣାଇଥିଲେ । କିନ୍ତୁ ସେ ସମୟରେ ତାଙ୍କ ଫିଲ୍ମ ସାହୋ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସାହୋ ଫିଲ୍ମ ରିଲିଜ୍ ହୋଇ ସାରିବା ପରେ ଅର୍ଥାତ୍ ୨୦୧୯ରେ ବିବାହ କରିବେ ପ୍ରଭାସ । ତେବେ ପୂର୍ବରୁ ମା’ ବିବାହ ପାଇଁ କହୁଥିଲେ ମଧ୍ୟ ଏହି ଫିଲ୍ମ ପାଇଁ ଅରାଜି ଥିଲେ ପ୍ରଭାସ । କିନ୍ତୁ ଏବେ ରାଜି ହୋଇସାରିଛନ୍ତି । ହେଲେ କିଏ ହେବ ପ୍ରଭାସଙ୍କ ପତ୍ନୀ ତାହା ଜଣାପଡିନାହିଁ ।

ପଢନ୍ତୁ; ମି ଠୁ ପ୍ରଭାବ: କୈଳାଶ ଖେରଙ୍କୁ କାର୍ଯ୍ୟକ୍ରମରୁ ବିଦାକଲେ ସରକାର

Related posts

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

ENO Beuro

Odisha CM Naveen Patnaik Appealed To Vote For Singing Star Satyajeet Jena

ENO Beuro

ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮” ତାଲିକାରେ ସ୍ଥାନ ପାଇଛନ୍ତି

ENO Beuro

Leave a Comment