POLITICALS

ବିବାଦ ପରେ ବି ଜିତିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

Pm

ରାଜନୀତିରେ କିଛି ପ୍ରମୁଖ ନେତା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ବିବାଦରେ ରହିଆସିଛନ୍ତି। କିନ୍ତୁ ନିର୍ବାଚନ ବିଜୟରେ ସେହି ବିବାଦଗୁଡ଼ିକ ଯେପରି ପ୍ରଭାବହୀନ ହୋଇଯାଇଛି। ବେବିନା ମାମଲା ଓ ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ବିବାଦରେ ରହିଥିଲେ ପ୍ରଦୀପ ମହାରଥୀ ଏବଂ ନିର୍ବାଚନ ସମୟରେ ନିର୍ବାଚନ ଅଧିକାରୀଙ୍କୁ ମାଡ ମାରି ନିର୍ବାଚନ ଦିନ ମଧ୍ୟ ଜେଲରେ ଥିବା  ସତ୍ତ୍ବେ ସେ ବିଜୟୀ ହୋଇଛନ୍ତି।

ଏତେ ବିବାଦ ମଧ୍ୟରେ ମଧ୍ୟ ମହାରଥୀ ନିଜର ପ୍ରତିଦ୍ଵନ୍ଦୀ ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକ କୁ ବିପୁଳ ଭୋଟରେ ହରାଇଛନ୍ତି। ପିପିଲିରେ ପୁଣି ସେ ନିଜର କାୟ ବିସ୍ତାର କରିଛନ୍ତି।

ପଢନ୍ତୁ: ବିଦା ହେବେକି ନିରଞ୍ଜନ!!

Related posts

କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବେ ସୁମିତ୍ରା ଜେନା

Ratnamani Moharana

ଆରପାରିରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ

ENO Beuro

୨୦୧୯ ନିର୍ବାଚନରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି

ENO Beuro

Leave a Comment