News

୬କୋଟି ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀ

pm

ଜଣେ ହେଲେ ଗରିବ ମହିଳା ଉଜ୍ଜଳାରୁ ବଞ୍ଚିତ ହେବେନି: ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୬ କୋଟିତମ ହିତାଧିକାରୀଙ୍କୁ ଏଲ୍‌ପିଜି ସିଲିଣ୍ଡର ପ୍ରଦାନ କରିଥିଲେ।

ଏହି ଉତ୍ସବରେ ପୌରହିତ୍ୟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜ୍ୱଳାରୁ ବଞ୍ଚିତ କରାଯିବନି । ଗ୍ୟାସ ନେଉଥିବା ମହିଳାଙ୍କ ମଧ୍ୟରୁ ୮୦% ରିଫିଲିଂ କରୁଛନ୍ତି । ବିକାଶଶୀଳ ରାଷ୍ଟ୍ରମାନେ ଏବେ ଉଜ୍ଜ୍ୱଳାକୁ ମଡେଲଭାବେ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

pm

ପଢନ୍ତୁ;  EnewsOdia ତରଫରୁ ସଙ୍ଗୀତପ୍ରେମୀଙ୍କୁ ନୂଆ ବର୍ଷରେ ନୂଆ ଉପହାର

Related posts

ହନୁମାନଙ୍କ ଭକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା!

ENO Beuro

ସିରିଏଲ୍‌ରେ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା

ENO Beuro

ମାଡ଼ି ଆସୁଛି ସମସ୍ୟା ; ଭାରତକୁ ଚାରିପଟୁ ଘେରିବାକୁ ଉଦ୍ୟମ ଚଳାଇଛି “ଚୀନ୍‌”

ENO Beuro

Leave a Comment