HOROSCOPES

ଏହି ଶିବ ରାତ୍ରିରେ ଶିବଙ୍କୁ ପ୍ରସନ୍ନ କରିବାକୁ ଚାହାନ୍ତିକି ଜାଣନ୍ତୁ ସେ ବିଷୟରେ

maxresdefault

କଥାରେ ଅଛି ଶିବ କୋପେ ବର ଦିଅନ୍ତି ନହଲେ ତୋପେ। କାହାର ସାହସ ହୁଏନା ଅଶାନ୍ତ କରିବା ପାଇଁ ତେଣୁ ସମସ୍ତେ ଶିବଙ୍କୁ ପ୍ରସନ୍ନ କରି ବରପ୍ରାପ୍ତି କରିବା ପାଇଁ  ଆଗ୍ରହୀ। ଶିବଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ନିମ୍ନରେ ଦିଆଗଲା।

ଭୋଳାନାଥଙ୍କୁ ପ୍ରସନ୍ନ କରିବାକୁ ହେଲେ କେବଳ ଚନ୍ଦନ, କ୍ଷୀର, ପାଣି ଓ ବେଲପତ୍ର ହିଁ ବହୁତ କିଛି ହୋଇଥାଏ, ଯଦି ଏହି ଜିନିଷ ଗୁଡିକ ଯଦି ସଠିକ୍ ଭାବରେ ଶିବଙ୍କର ନିକଟରେ ଅର୍ପଣ କରାଯାଏ ତେବେ ଭକ୍ତର ମନୋକାମନା ଶିବ ଯଥା ଶିଘ୍ର ପୂରଣ କରନ୍ତି। ଭୋଳାନାଥଙ୍କ ସବୁଠାରୁ ପ୍ରିୟ ଜିନିଷ ହେଲା ବେଲପତ୍ର ଏହାକୁ ଚଢାଇବା ସମୟରେ କିଛି ନିୟମ ପାଳନ କରିବାକୁ ପଡେ ବେଲପତ୍ରକୁ ବହୁତ ଲୋକେ ବେଲର ଗଛ ନାଁରେ ଜାଣନ୍ତି, ଏହି ଗଛରେ ଥିବା ପତ୍ରକୁ ବେଲପତ୍ର କୁହାଯାଇଥାଏ, ଏହି ଗଛରେ ଗୋଟେ ଫଳ ବି ହୋଇନଥାଏ ତାହାକୁ ଭଗବାନଙ୍କୁ ଚଢାଯାଇପାରିବ , ସେମିତି ଏହି ଗଛରେ ସବୁ ପତ୍ରକୁ ଶିବଙ୍କର ପାଖରେ ଅର୍ପଣ କରାଯାଇପାରିବ ନାହିଁ।

୧.ଶିବଙ୍କର ପ୍ରିୟ ଫୁଲ ଗୟସ ଦ୍ଵାରା ମଧ୍ୟ ଶିବ ପ୍ରସନ୍ନ ହୋଇଥାନ୍ତି।
୨.ଶିବଙ୍କୁ ଏହି ଦିନ ରାତି ଉଜାଗର ଦୀପ ଦାନ କଲେ ମଧ୍ୟ ଶିବ ପ୍ରସନ୍ନ ହୋଇଥାନ୍ତି।
୩.ଶିବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଶୁଭ ଅଟେ।
୪.କାଳୀଗାଈ କ୍ଷୀର ପ୍ରଦାନ କଲେ ଶିବ ଖୁସି ହୋଇଥାନ୍ତି ବୋଲି ବିଶ୍ବାସ ରହିଛି।

ପଢନ୍ତୁ;  ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

Related posts

୭ ନଭେମ୍ବର, ରାଶିଫଳ

ENO Beuro

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment