EnewsOdia.Com

ଦୀପାବଳି ପାଳିବାକୁ ଦିଲ୍ଲୀରୁ ଲୁଚି ଗାଁକୁ ଚାଲିଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଦିଲ୍ଲୀ ଗାଦିରେ ନନାଙ୍କ ମନ ଲାଗିଲା ନାହିଁ। ପିଲାଦିନ କଥା ଭାରି ମନେପଡ଼ିଲା। କେନ୍ଦ୍ରମନ୍ତ୍ରୀ ପଦବୀ ଭିତରେ ଲୁଚିଥିବା ଗାଁର ସରଳ ମନଟା ଛଟପଟ ହେଲା।

ସବୁ ସୁରକ୍ଷାକୁ ବାହାରେ ଛାଡ଼ି କାହାକୁ କିଛି ନ କହି କୌଣସି ଖବର ନ ଦେଇ ଲୁଚି ଲୁଚି ସିଧା ଗାଁରେ ଆସି ହାଜର୍‌ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ଆଉ ଛୋଟ ପିଲାଙ୍କ ଭଳି ଘର ସାମ୍ନାରେ ଦାଣ୍ଡରେ ପିଲାଙ୍କ ସହ ମିଶି ବାଣ ଫୁଟାଇଲେ।

ଫଟୋରେ ଦେଖନ୍ତୁ କେନ୍ଦ୍ରମନ୍ତ୍ରୀ ତଥା ସମସ୍ତଙ୍କର ପ୍ରିୟ ନନା କେମିତି ପିଲାଙ୍କ ସହ ମିଶି ବାଣ ଫୁଟାଉଛନ୍ତି।

ଫୁଲ୍‌ଝରି, ଦପଦପି ଓ କୁମ୍ପୀବାଣ ଫୁଟାଇ ମଜା ନେଉଛନ୍ତି କେନ୍ଦ୍ରମନ୍ତ୍ରୀ।

ପଢନ୍ତୁ: ଦୀପାବଳିରେ ଦିଲ୍ଲୀରେ ସୀମା ଟପିଲା ପ୍ରଦୂଷଣ ହାର

ସମ୍ବନ୍ଧିତ ଖବର

ଆରବ ସାଗରରେ ଲଘୁଚାପ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

Ratnamani Maharana

‘ଉପଭୋକ୍ତାଙ୍କୁ ଭୁଆଁ ବୁଲାଇଲେ ବନ୍ଧା ହେବେ ବିଜ୍ଞାପନର ମଡେଲ୍‌’

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

ଓଡ଼ିଶା ଉପରେ ଘନଉଛି ବାତ୍ୟା ବିପଦ !

Ratnamani Maharana

ଭୁବନେଶ୍ଵର କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

Ratnamani Maharana

ଭୁବନେଶ୍ବର ୟୁନିଟ-୨ରେ ଭଙ୍ଗା ହେଲା ୮୮ ଦୋକାନ

Ratnamani Maharana