24.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ପ୍ରତାପ ଷଢଙ୍ଗୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ଆଜ୍ଞା ହଁ ରାହୁଲ ଗାନ୍ଧୀଙ୍କ ଟାଇଟନିକ୍ ଟ୍ୱିଟ୍ ଉପରେ ବର୍ଷିଛନ୍ତି ପ୍ରତାପ ଷଢଙ୍ଗୀ । ପ୍ରତାପ ଷଢଙ୍ଗୀ କହିଛନ୍ତି କି, ସେ ତ କଦାପି ଜାହାଜର କ୍ୟାପ୍ଟେନ ହୋଇ ପାରିଲେ ନାହିଁ । ଯିଏ କଦାପି ନିଜ ଦାୟିତ୍ୱ ତୁଲାଇ ପାରି ନାହିଁ ତାଙ୍କର ଏଭଳି ବୟାନ ଶୋଭା ଦେଉ ନାହିଁ । ଭାରତ ସରକାର କୋରୋନା ଭାଇରସକୁ ନିୟନ୍ତ୍ରଣ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ଅଛି ।

ସୂଚନା ଯୋଗ୍ୟ , କୋରାନା ଭାଇରସ ଧୀରେ ଧୀରେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡିଛନ୍ତି । ଅପରପକ୍ଷେ ଏହି ଭାଇରସକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ପ୍ରଚେଷ୍ଟା ଜାରି ରହିଛି।

ପଢନ୍ତୁ: କରୋନା ପାଇଁ ଦିଲ୍ଲୀରେ ଅନୁକୂଳ ପାଗ

Related posts

ଅଲଗା ହେଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି ଟିନା ଦାବି ଓ ଅଥର ଆମୀର ଖାନ୍

Ratnamani Maharana

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

Ratnamani Maharana

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More