Loading...

କାଲି ପ୍ରଥମାଷ୍ଟମୀ, ଆଜି ନିଆଳି ମାଧବାନନ୍ଦଜିଉ ପୀଠରୁ ଶ୍ରୀକ୍ଷେତ୍ରକୁ ପଠାଯିବ ପଢ଼ୁଆଁ ଭାର

କାଲି ପ୍ରଥମାଷ୍ଟମୀ, ଆଜି ନିଆଳି ମାଧବାନନ୍ଦଜିଉ ପୀଠରୁ ଶ୍ରୀକ୍ଷେତ୍ରକୁ ପଠାଯିବ ପଢ଼ୁଆଁ ଭାର

ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢ଼ୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ମାମୁଁ ଘର ମାଧବାନନ୍ଦଜିଉ । ଆସନ୍ତାକାଲି ବଡ଼ ଠାକୁର ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର, ମା’ ସୁଭଦ୍ରା ପଢ଼ୁଆଁ ହେବେ ।

ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢ଼ୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ମାମୁଁ ଘର ମାଧବାନନ୍ଦଜିଉ । ଆସନ୍ତାକାଲି ବଡ଼ ଠାକୁର ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର, ମା’ ସୁଭଦ୍ରା ପଢ଼ୁଆଁ ହେବେ । ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ କରିବେ ସେବାୟତ । ପୁରାଣ ଓ ଲୋକକଥା ଅନୁସାରେ ବଡ଼ ଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଂଚଳର ପ୍ରସିଦ୍ଧ ମାଧବାନନ୍ଦଜିଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜିଉ ପକ୍ଷରୁ ପଢ଼ୁଆଁ କରାଯାଇଥାଏ । ଆଜି ମାଧବାନନ୍ଦଜିଉ ପୀଠରୁ ଶ୍ରୀକ୍ଷେତ୍ରକୁ ପଢ଼ୁଆଁ ଭାର ପଠାଯିବ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.