VASTU

ଏମିତି ଏକ ଶୁଭ କର୍ମ ରହିଛି , ଯାହାକୁ ବିନା ସ୍ନାନରେ ମଧ୍ୟ କରାଯାଇପାରିବେ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଯେଉଁମାନଙ୍କ କୁଣ୍ଡଳୀରେ ଗ୍ରହଦୋଷ ରହିଛି , ସେମାନଙ୍କୁ ଦେବୀ ଦେବତାଙ୍କ ଆଶୀର୍ବାଦ ମିଳେ ନାହିଁ । ଫଳରେ ସେମାନେ ଯେଉଁ କାମରେ ହାତ ଦିଅନ୍ତି ତାହା ଅସଫଳ ହୋଇଥାଏ । ଭାଗ୍ୟରେ ଭଲ କିଛି ନଥିଲେ ଘରେ ସବୁ ବେଳେ ଅଶାନ୍ତି ଦେଖାଦିଏ । କୁଣ୍ଡଳୀର ଗ୍ରହଦୋଷ ଏବଂ ଦୁର୍ଭାଗ୍ୟ ନିବାରଣ କରିବା ପାଇଁ ଜ୍ୟୋତିଷ୍କମାନେ ବିଭିନ୍ନ ପୂଜାପାଠର କରିବାକୁ କହିଥାନ୍ତି । ହେଲେ ଏମିତି ଏକ ଶୁଭ କର୍ମ ରହିଛି , ଯାହାକୁ ବିନା ସ୍ନାନରେ କରାଯାଇପାରିବ । ଯାହାକୁ ପୁରୁଷ ଓ ମହିଳା ଉଭୟ କରିପାରିବେ।

ଆସନ୍ତୁ ଜାଣିବା ବିନା ସ୍ନାନରେ କେଉଁ ଶୁଭ କର୍ମ କରିପାରିବା-

  • ଶେଯରୁ ଉଠିବା ମାତ୍ରେ ଶର୍ଯ୍ୟାରେ ବସି ରହି  କରାଗ୍ରେ ବସତେ ଲକ୍ଷ୍ମୀଃ କର ମଧ୍ୟେ ସରସ୍ୱତୀ କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍ ।ଏହି ମନ୍ତ୍ରଟି ଜପିପାରିବେ।
  • ଶାସ୍ତ୍ରାନୁସାରେ କୁହାଯାଇଛି , ବ୍ୟକ୍ତି ମନ୍ତ୍ର ଜପିବା ପରେ ଶର୍ଯ୍ୟା ଛାଡିଦେବା ଉଚିତ୍ । ନ ହେଲେ ଦେବାଦେବୀ ଓ ନବଗ୍ରହମାନେ ରୁଷ୍ଟ ହୋଇଥାଆନ୍ତି ।
  • ଉଭୟ ପୁରୁଷ ଓ ମହିଳା ମନ୍ତ୍ରକୁ ନିଦ ଉଠିବା ମାତ୍ରେ ସ୍ନାନ ନ କରି ମନ୍ତ୍ର ଜପି ପାରିବେ । ତାହା ହେଲା – ବ୍ରହ୍ମା ମୁରାରୀ ତ୍ରପୁରାନ୍ତକାରୀ ଭାନୁଃ ଶଶି ଭୂମିସତୋ ବୁଧଶ୍ଚ । ଗୁରୁଶ୍ଚ ଶୁକ୍ରଃ ଶନି ରାହୁକେତୁବଃ କୁର୍ବନ୍ତୁ ସର୍ବେ ମମସୁପ୍ରଭାତମ୍ । ଏହି ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ଦେବାଦେବୀ ଓ ନବଗ୍ରହଙ୍କ ଆର୍ଶୀବାଦ ମିଳିଥାଏ।

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି ଦୂରେଇବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ସଙ୍କଟରୁ ମୁକ୍ତି ଦେବ ଦୀପ

Ratnamani Moharana

ଘର ସିଡି ତିଆରି କରିବା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ପଡ଼ିପାରନ୍ତି ଅନେକ ଅସୁବିଧାରେ!

ENO Beuro

ଶୋଇଲା ବେଳେ ଶେଯ ତଳେ ରଖନ୍ତୁ ଏହି ସବୁ ଜିନିଷ ,ଦୂର ହେବ ଅନେକ ସମସ୍ୟା!

ENO Beuro

1 comment

Leave a Comment