ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ନିରାପତ୍ତା ଦୃଷ୍ଟିରୁ ପ୍ରି-ଇନ୍ଷ୍ଟଲ୍ଡ ଆପ୍କୁ ଅନ୍ଇନ୍ଷ୍ଟଲ୍ ବିକଳ୍ପ ବାହାର କରିବାକୁ ଯାଉଛି କମ୍ପାନୀ। ନିରାପତ୍ତା ଦୃଷ୍ଟିରୁ ସେହି ଆପ୍ଗୁଡ଼ିକୁ ନିୟନ୍ତ୍ରଣ କରିବା ଉପରେ ସରକାର ବିଚାର କରୁଛନ୍ତି।
ନିରାପତ୍ତା ଦୃଷ୍ଟିରୁ ପ୍ରି-ଇନ୍ଷ୍ଟଲ୍ଡ ଆପ୍କୁ ଅନ୍ଇନ୍ଷ୍ଟଲ୍ ବିକଳ୍ପ ବାହାର କରିବାକୁ ଯାଉଛି କମ୍ପାନୀ। ନିରାପତ୍ତା ଦୃଷ୍ଟିରୁ ସେହି ଆପ୍ଗୁଡ଼ିକୁ ନିୟନ୍ତ୍ରଣ କରିବା ଉପରେ ସରକାର ବିଚାର କରୁଛନ୍ତି। ଏହି ଆପ୍ରେ ଏବେ ରହିଥିବା ସମସ୍ୟା ହେଉଛି ଗ୍ରାହକମାନେ ଚାହିଲେ ମଧ୍ୟ ସେଗୁଡ଼ିକୁ ଫୋନ୍ରୁ ହଟାଇପାରୁନାହାନ୍ତି। କାରଣ ତାହାକୁ ଅନ୍ଇନ୍ଷ୍ଟଲ୍ କରାଯାଇପାରୁନାହିଁ। ଲୋକମାନେ ଯେଭଳି ସୁବିଧା ଓ ସହଜରେ ସେଗୁଡ଼ିକ ହଟାଇପାରିବେ ସେହି ସୁବିଧା ଫୋନ୍ରେ ଦେବାକୁ ସ୍ମାର୍ଟଫୋନ୍ କଂପାନିଗୁଡ଼ିକୁ ସରକାର କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।