• Home
  • News
  • ପାଣିପାଗ ବିଭାଗ ସୂଚନା: ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ଘଡଘଡି ସହ କୁଆ ପଥର ବର୍ଷା ସମ୍ଭାବନା!
News

ପାଣିପାଗ ବିଭାଗ ସୂଚନା: ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ଘଡଘଡି ସହ କୁଆ ପଥର ବର୍ଷା ସମ୍ଭାବନା!

ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା। ଉପକୂଳ ଓଡିଶାରେ ପ୍ରବଳ ବର୍ଷା ପବନ ବହିବା ନେଇ କହିଛି ଆଂଚଳିକ ପାଣି ପାଗ କେନ୍ଦ୍ର । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। କାଳବୈଶାଖୀ ପ୍ରଭାବରେ କେନ୍ଦ୍ରାପଡ଼ା, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଗଜପତି, କନ୍ଧମାଳ, ଯାଜପୁର,ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ଗଞ୍ଜାମ ଜିଲ୍ଲାରେ ଝଡ଼ତୋଫାନ ହେବ। ପବନ ମଧ୍ୟ ବୋହିବ।

ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏହି ଜିଲ୍ଲାମାନଙ୍କୁ ଛାଡ଼ି ଦେଲେ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ବର୍ଷା ହେବ ବୋଲି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୂଚନାଯୋଗ୍ୟ,ଗତକାଲି ସୋନପୁର ସର୍ବାଧିକ ତାପମାତ୍ର ୪୧.୦ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୨୧.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଥିଲା।

ପାଣିପାଗ ବିଭାଗ ସୂଚନା: ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ଘଡଘଡି ସହ କୁଆ ପଥର ବର୍ଷା ସମ୍ଭାବନା! ପାଣିପାଗ ବିଭାଗ ସୂଚନା: ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ଘଡଘଡି ସହ କୁଆ ପଥର ବର୍ଷା ସମ୍ଭାବନା! rain 2

ପଢନ୍ତୁ; କେଉଁ ସବୁ ବଦ ଅଭ୍ୟାସ ଥିଲେ ମୁହଁରେ ଅତ୍ୟଧିକ ବ୍ରଣ ହୋଇଥାଏ? ଜାଣନ୍ତୁ

Related posts

କ୍ଷତିଗ୍ରସ୍ତ ଫସଲ ଓ ଜଳିଥିବା ଚାଷ ଜମି ପାଇଁ ୧୨୪ କୋଟିର ସହାୟକ ଅର୍ଥ ରାଶି ଘୋଷଣା

Krishna Kumar Manoj

କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ

Krishna Kumar Manoj

ଜନଗଣନା-୨୦୨୧ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More