Loading...

ନିଜକୁ ଭୂତ, ପ୍ରେତଙ୍କ ସଭାପତି କହି ଗିରଫ ହେଲେ ବିପିନ କୁମାର ରାଉତରାୟ

ନିଜକୁ ଭୂତ, ପ୍ରେତଙ୍କ ସଭାପତି କହି ଗିରଫ ହେଲେ ବିପିନ କୁମାର ରାଉତରାୟ

ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରେତ କୁଆଡେ ବାବୁଙ୍କ ସହ କଥା ହେଉଛନ୍ତି। ନିଜ ଝିଅକୁ ରକ୍ଷକରିବା ପାଇଁ ସହାୟତା ବି ମାଗିଛନ୍ତି। ଆଉ ତ ଆଉ ବାବୁଙ୍କ ପାଖରେ କୁଆଡେ ସବୁ ପ୍ରକାରର ଭୁତ ପ୍ରେତ, ଚଣ୍ଡୀ-ଚିରୁଗୁଟି, ରାକ୍ଷସ-ରକ୍ଷାସୂନୀ ଆଉ ଗୋଟେ ସଇତାନ ବି ଅଛି।

ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରେତ କୁଆଡେ ବାବୁଙ୍କ ସହ କଥା ହେଉଛନ୍ତି। ନିଜ ଝିଅକୁ ରକ୍ଷକରିବା ପାଇଁ ସହାୟତା ବି ମାଗିଛନ୍ତି। ଆଉ ତ ଆଉ ବାବୁଙ୍କ ପାଖରେ କୁଆଡେ ସବୁ ପ୍ରକାରର ଭୁତ ପ୍ରେତ, ଚଣ୍ଡୀ-ଚିରୁଗୁଟି, ରାକ୍ଷସ-ରକ୍ଷାସୂନୀ ଆଉ ଗୋଟେ ସଇତାନ ବି ଅଛି। ନିକଟରେ ରୁଷିଆରୁ ପୁଟିନ ନାମକ ଜଣେ ପ୍ରେତ ଆସିଥିବା ଏ ଦାବି କରିଥିଲେ ବାବା ବିପିନ କୁମାର ରାଉତରାୟ। ବିପିନଙ୍କ ଘର ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଭରତପୁର ଅଞ୍ଚଳରେ । ତାଙ୍କ ନାମରେ ପୂର୍ବରୁ ପୋଲିସରେ ୩ଟି ୱାରେଣ୍ଟ ରହିଥିବା ବେଳେ ସେ ପୂର୍ବରୁ ପୋଲିସକୁ ଚକମା ଦେଇ ଚାଲିଥିଲେ । ମାତ୍ର ଆଜି ବିପିନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.