POLITICALS

ପୂର୍ବ ରାଷ୍ଟ୍ରପତିଙ୍କୁ “ଭାରତ ରତ୍ନ” ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ

Ss 750x430

ଦୀର୍ଘ ଚାରିବର୍ଷର ବ୍ୟବଧାନ ପରେ ଭାରତ ରତ୍ନ ସମ୍ମାନ ଘୋଷଣା ହୋଇଛି । ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ , ପ୍ରସିଦ୍ଧ ସଂଗୀତକର ଭୁପେନ୍ ହଜାରିକା ଏବଂ ସମାଜସେବୀ ତଥା ସଂଘ ସହ ଜଡିତ ହୋଇଥିବା ନାନାଜୀ ଦେଶମୁଖ୍ ଙ୍କୁ ସର୍ବୋଚ୍ଚ ନାଗରିକ ଭାବରେ “ଭାରତ ରତ୍ନ” ସମ୍ମାନରେ ସମ୍ମାନିତ କରାଯିବ ।

R

ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ଆଜି ପ୍ରବଣବ ମୁଖାର୍ଜୀଙ୍କୁ ସମ୍ମାନିତ କରିବେ ବୋଲି ସୁଚନା ମିଳିଛି । ତେବେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ମିଳିବା ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ସୁଚାନଯୋଗ୍ୟ, ପ୍ରଣବ ମୁଖାର୍ଜୀଙ୍କ ଜନ୍ମ 11 ଡେସେମ୍ବର 1935ରେ ପଶ୍ଚିମ ବଙ୍ଗର ବୀରଭୁମ୍‌ ମିଜେର ମିରାଟୀର ବଙ୍ଗାଳି ପରିବାରରେ ଜନ୍କ ଗ୍ରହଣ କରିଥିଲେ ।  ସେ ରାଜନୀତି ବିଜ୍ଞାନ ଓ ଇତିହାସରେ ମାଷ୍ଟର ଡିଗ୍ରି ହାସିଲ୍‌ କରିଛନ୍ତି ।  ଏଥିସହିତ କଲିକତା ବିଶ୍ୱବିଦ୍ୟାଳୟରେ  ଏଲଏଲବି ର ଡିଗ୍ରୀ ମଧ୍ୟ ହାସିଲ୍‌ କରିଛନ୍ତି ।  ମୁଖାର୍ଜୀ ପାଞ୍ଚ ଦଶକରୁ ରାଜନୀତିରେ ସକ୍ରିୟ ଅଛନ୍ତି ।  ସେ କଂଗ୍ରେସ ଦଳରେ ଥିବା ବେଳ  ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧୀ, ନରସିମା ରାଓ  ଏବଂ ମନମୋହନ ସିହଂଙ୍କ ସରକାରେର ବିଭିନ୍ନ ପଦରେ ରହିସାରିଛନ୍ତି । ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ମିଳିବା ନେଇ ବିଭିନ୍ନ ରାଜନେୈତିକ ଦଳ ସୁଭେଚ୍ଛା ଜଣାଇଛନ୍ତି ।

ପଢନ୍ତୁ: ଏବେ ମଲରେ ମିଳିବ ପେଟ୍ରୋଲ

Related posts

କଂଗ୍ରେସ ସଭାପତି ଚୟନ ପ୍ରକିୟାରେ ସାମିଲ୍‌ ହେଲେନି ସୋନିଆ-ରାହୁଲ

Ratnamani Moharana

ଦେଶ ଚନ୍ଦ୍ରବାବୁଙ୍କ ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ ରେଡ୍ଡି

Ratnamani Moharana

ବିବାଦ ପରେ ବି ଜିତିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

Ratnamani Moharana

Leave a Comment