ତାମିଲନାଡୁର ୯ ଜଣ ISRO ବୈଜ୍ଞାନିକଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲେ ତାମିଲନାଡୁ ସରକାର
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର ।
Loading...
ସୋମବାରରୁ ରାଜ୍ୟରେ ଖୋଲିବ ପ୍ରଥମିକ ସ୍କୁଲ୍ । ଶ୍ରେଣୀଗୃହକୁ ପଢ଼ିବାକୁ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ।
ସୋମବାରରୁ ରାଜ୍ୟରେ ଖୋଲିବ ପ୍ରଥମିକ ସ୍କୁଲ୍ । ଶ୍ରେଣୀଗୃହକୁ ପଢ଼ିବାକୁ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍କୁଲ ଗୁଡିକୁ ସାନିଟାଇଜ କରାଯାଉଛି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । କ୍ଲାସରୁମରେ ଅଫଲାଇନରେ ପାଠପଢ଼ା ଆରମ୍ଭ ହେବ । ଏହା ସହ ଅନଲାଇନ୍ରେ ମଧ୍ୟ ପାଠ ପଢାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଯିଏ ଚାହିଁବ ଅନଲାଇନ୍ରେ କ୍ଲାସ କରିପାରିବ। ପାଖାପାଖି ଦୁଇ ବର୍ଷ ପରେ ଖୋଲିବ ପ୍ରାଥମିକ ସ୍କୁଲ ।
ସ୍କୁଲ ପରିସରରେ କୋଭିଡ୍ ଗାଇଡ୍ଲାଇନ୍କୁ କଡାକଡି ଭାବେ ପାଳନ କରାଯିବ। ଏଥିପାଇଁ ସ୍କୁଲ କ୍ୟାମ୍ପସକୁ ସ୍ୱଛ ରଖାଯାଇଛି। ଗୋଟିଏ ଶ୍ରେଣୀରେ ୨୫ଜଣ ଛାତ୍ରଛାତ୍ରୀ ବସିବେ। ଏଥିସହ ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର ।
ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଛି । ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ଲାଗିଥିବାର ସୂଚନା ମିଳିଛି ।
ପାର୍କିଂ ବ୍ୟବସ୍ଥାକୁ ନେଇ ତିନିଦିନ ଧରି ବନ୍ଦ ରହିଥିବା ୟୁନିଟ୍-୧ ହାଟ ମଙ୍ଗଳବାର ଖୋଲିବାକୁ ଯାଉଛି। ଆଜି ଏଠାରେ ଥିବା ୯ଟି ସଂଘର କର୍ମକର୍ତ୍ତା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ରାତିରେ ଆଲୋଚନା କରିବା ପରେ ବିଧାୟକ ହସ୍ତକ୍ଷେପ କରିଛନ୍ତି।