ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ଦୀର୍ଘ ୬ ବର୍ଷ ଧରି ପ୍ରାଥମିକ ଶିକ୍ଷକଙ୍କ ୨୮୦୦ ଗ୍ରେଡ୍ ପେ ଦାବି କରିଆସୁଛି ପ୍ରାଥମିକ ଶିକ୍ଷକ ମଞ୍ଚ। ନିରବଦ୍ରଷ୍ଟା ସାଜିଛି ଓଡିଶା ସରକାର। ତେବେ ମେ ୨୪ରୁ ବିଧାନସଭା ସମ୍ମୁଖରେ ଧାରଣା ଦେବ ପ୍ରାଥମିକ ଶିକ୍ଷକ ମଞ୍ଚ।
ଦୀର୍ଘ ୬ ବର୍ଷ ଧରି ପ୍ରାଥମିକ ଶିକ୍ଷକଙ୍କ ୨୮୦୦ ଗ୍ରେଡ୍ ପେ ଦାବି କରିଆସୁଛି ପ୍ରାଥମିକ ଶିକ୍ଷକ ମଞ୍ଚ। ନିରବଦ୍ରଷ୍ଟା ସାଜିଛି ଓଡିଶା ସରକାର। ତେବେ ମେ ୨୪ରୁ ବିଧାନସଭା ସମ୍ମୁଖରେ ଧାରଣା ଦେବ ପ୍ରାଥମିକ ଶିକ୍ଷକ ମଞ୍ଚ। ଏନେଇ ଗତକାଲି ପ୍ରାଥମିକ ଶିକ୍ଷକ ମଞ୍ଚର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୪ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଧାରଣାକୁ ନେଇ ବ୍ୟାପକ ଆଲୋଚନା ହୋଇଛି। ତେବେ ପୋଲିସ ପ୍ରଶାସନ ମଧ୍ୟ ଅନୁମତି ମିଳିଥିବାରୁ ଏବେ ଦାବି ପୂରଣ ନେଇ ଶିକ୍ଷକ ମଞ୍ଚ ଆଶାବାଦୀ ଅଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।