Loading...

ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଙ୍କର ହେବ ପ୍ରାଣ ପ୍ରତିଷ୍ଠା, ମୋଦୀଙ୍କୁ ନିମନ୍ତ୍ରଣ

ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଙ୍କର ହେବ ପ୍ରାଣ ପ୍ରତିଷ୍ଠା, ମୋଦୀଙ୍କୁ ନିମନ୍ତ୍ରଣ

ଗର୍ଭଗୃହରେ ବିରାଜିବେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଲାଲା ।୨୨ ଜାନୁୟାରୀ ୨୦୨୪ ରେ ଭଗବାନ ରାମଚନ୍ଦ୍ର, ମାତା ସୀତା, ଅନୁଜ ଲକ୍ଷ୍ଣଣ ଓ ପରମଭକ୍ତ ହନୁମାନଙ୍କ ହେବ ପ୍ରାଣ ପ୍ରତିଷ୍ଠା । ସେହି ଦିନ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭବ୍ୟ ଦିବ୍ୟ ଗଗନଶ୍ଚୁମ୍ଭୀ ରାମ ମନ୍ଦିରର ହେବ ଉଦଘାନ ।

ଗର୍ଭଗୃହରେ ବିରାଜିବେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଲାଲା ।୨୨  ଜାନୁୟାରୀ ୨୦୨୪ ରେ ଭଗବାନ ରାମଚନ୍ଦ୍ର, ମାତା ସୀତା, ଅନୁଜ ଲକ୍ଷ୍ଣଣ ଓ ପରମଭକ୍ତ ହନୁମାନଙ୍କ ହେବ ପ୍ରାଣ ପ୍ରତିଷ୍ଠା । ସେହି ଦିନ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭବ୍ୟ ଦିବ୍ୟ ଗଗନଶ୍ଚୁମ୍ଭୀ ରାମ ମନ୍ଦିରର ହେବ ଉଦଘାନ । ଉଦଘାଟନ ଉତ୍ସବ ଜାନୁୟାରୀ ୧୫ରୁ ୧୭ ଯାଏଁ ଚାଲିବ । ସାରା ଦେଶର ମଠ ମନ୍ଦିରରେ ହେବ ବିଶେଷ କାର୍ଯ୍ୟକ୍ରମ । ଭାରତବର୍ଷ ହେବ ରାମମୟ । ସ୍ଥୀୟ ମନ୍ଦିରରେ ନିଜ ଆରଧ୍ୟ ଦେବତାଙ୍କୁ ଦର୍ଶନ କରିବେ ଭକ୍ତ । ଆଜି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନ୍ଦିର ଉଦଘାନ ପାଇଁ ବିଦ୍ଧିବଧ ଭାବେ ନିମନ୍ତ୍ରଣ ଦେବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ ଏହି ସୂଚନା ଦେଇଛନ୍ତି । ଏହାକୁ ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିବା ଜଣାପଡ଼ିଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.