Entertainment

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲା ଏହି ଭିଡିଓ

ପୁଅ-ଝିଅ ଆଖିର ଇସାରାରେ କଥା ହେଉଥିବା ଭିଡିଓ ଭାଇରାଲ୍

ଆଜି ହେଉଛି ହଗ୍ ଡେ । ଭାଲେଣ୍ଟାଇନ ଋତୁରେ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ହଇଚଇ ସ୍‌ଷ୍ଟି କରିଛି। ପ୍ରାୟ ୨୫ ସେକେଣ୍ଡର ଏହି ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ କିଶୋର-କିଶୋରୀ ଏବଂ ଯୁବକ-ଯୁବତୀଙ୍କ ଭିତରେ ଢ଼େର ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଭିଡିଓ କ୍ଲିପ୍ ରେ ପ୍ରଥମେ ଜଣେ ପୁଅ ନିଜ ଆଖିର ଇସାରା ଝିଅକୁ କିଛି କହିଲା । ତାପରେ ଝିଅଟି ବି ତାର ପ୍ରତୁତ୍ତର ଦେଉଛି ଆଖିରେ। ଏହାପରେ ସେ ଦୁହେଁ ଆଖିର ଇସାରାରେ ପରସ୍ପର ସହିତ କଥା ହେଉଛନ୍ତି ।

ତେବେ ଏହି ଭିଡିଓର ସତ କ’ଣ ଆସନ୍ତୁ ଜାଣିବା। ଅସଲରେ ଏହା ହେଉଛି ମାଲୟାଲମ୍ ସିନେମା ‘ଓରୁ ଅଦାର ଲଭ୍’ର ଏକ ସିନ୍। ଏହି ସିନେମାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିଅର୍ ଡେବୁ କରୁଛନ୍ତି। ଏହି ସିନେମା ଆଗାମୀ ମାର୍ଚ ୩ ତାରିଖରେ ରିଲିଜ୍ ହେବ। ଏହାର ଏକ ଗୀତ ମନିକା ମଲରୟା ପୂବୀରେ ପ୍ରିୟା ପ୍ରକାଶ ଏଭଳି ଆଖିରେ ଇସାରା କରିଛନ୍ତି। ଏହି ଗୀତକୁ ମାତ୍ର ୨୪ ଘଣ୍ଟାରେ ୧ ମିଲେନିଅମ୍ ଠାରୁ ଅଧିକ ଭିଉ ଏବଂ ୫୦ ହଜାରରୁ ଅଧିକ ଲାଇକସ୍ ମିଳିଛି। ୧୮ ବର୍ଷୀୟା ପ୍ରିୟା କେରଳର ଥ୍ରିସୁର ବିମଲା କଲେଜରେ ବି କମ୍ ପଢ଼ୁଛନ୍ତି। ଇତିମଧରେ ସ କୋଟି କୋଟ ଲୋକଙ୍କର ମନରେ ଘର କରିସାରିଲେଣି ।

ପଢନ୍ତୁ ;

ଗ୍ୟାଙ୍ଗଷ୍ଟର୍‌ ସପ୍ନା ଦିଦିଙ୍କ ଭୂମିକାରେ ନଜର ଆସିବେ ଦୀପିକା

Related posts

ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଶିଳ୍ପା

ENO Beuro

ମେଡମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲେ ସାଉଥ ସୁପରଷ୍ଟାର ମହେଶ ବାବୁ

ENO Beuro

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱାମୀଙ୍କ ସହ କାମ କରିବାକୁ ଅରାଜି

ENO Beuro

Leave a Comment